ଏଟୋମିଡେଟ
![]() (R)-etomidate | |
Clinical data | |
---|---|
Trade names | Amidate, Hypnomidate, others |
AHFS/Drugs.com | monograph |
data | |
Pregnancy category |
|
Routes of administration | Intravenous[୧] |
Legal status | |
Legal status | |
Pharmacokinetic data | |
Protein binding | 76% |
Metabolism | Ester hydrolysis in plasma and liver |
Onset of action | Within 1 min[୧] |
Elimination half-life | 75 minutes |
Duration of action | Up to 10 min[୧] |
Excretion | Urine (85%) and Bile duct (15%) |
Identifiers | |
| |
ECHA InfoCard | 100.046.700 |
Chemical and physical data | |
Formula | C14H16N2O2 |
Molar mass | ୨୪୪.୨୯ g·mol−1 |
3D model (JSmol) | |
Melting point | 67 °C (153 °F) |
Boiling point | 392 °C (738 °F) |
| |
| |
(verify) |
ଏଟୋମିଡେଟ, ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ ଆମିଡେଟ, ହେଉଛି ଏକ ସାଧାରଣ ଔଷଧ ଯାହା ଶାରୀରିକ ନିଶ୍ଚେତକ ଆରମ୍ଭ କରିବା ପାଇଁ ଏବଂ ଗଣ୍ଠି ପୁନସ୍ଥାପନ, କାର୍ଡିଓଭର୍ସନ୍, କିମ୍ବା ଟ୍ରାକିଆଲ୍ ଇନଟୁବେସନ୍ ଭଳି ପ୍ରଣାଳୀ ମାନଙ୍କରେ ପ୍ରଶାନ୍ତି କରଣ ପାଇଁ ବ୍ୟବହୃତ ହୁଏ ।[୧] ଏହାର ପ୍ରଭାବ ଏକ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୧୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୧] ଏହା ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ । [୧] [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନରେ ଏବଂ ମାଂସପେଶୀ ଚଳନ ହେଉଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାମୟିକ ଶ୍ୱାସକ୍ରିୟା ବନ୍ଦ, ନିମ୍ନ ରକ୍ତଚାପ, ବାନ୍ତି, ଆଡ୍ରେନାଲ୍ ଅଭାବ ଏବଂ ଅଧିକ ଲାଳ ସୃଷ୍ଟି ହୋଇପାରେ ।[୨] ରକ୍ତଚାପ ଦୃଷ୍ଟିକୋଣରୁ ଏହା ସାଧାରଣତ ସ୍ଥିର ଅଟେ ।[୩] ଫେଣ୍ଟାନିଲ ବ୍ୟବହାର କରି ମାଂସପେଶୀ ଚଳନ ହ୍ରାସ କରାଯାଇପାରେ ।[୧] ଔଷଧ ବ୍ୟବହାର ସରିବା ପରେ ସ୍ତନ୍ୟପାନ ନିରାପଦ ଅଟେ ।[୪] ଲୋକଙ୍କୁ ଔଷଧ ବ୍ୟବହାର ପରେ ଅତି କମରେ ୨୪ ଘଣ୍ଟା ଗାଡ଼ି ନ ଚଳାଇବାକୁ ପରାମର୍ଶ ଦିଆଯାଇଛି।[୨] ଏହା ଗାବା(GABA) ରିସେପ୍ଟର ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[୩]
ଏଟୋମିଡେଟ ୧୯୬୪ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୭୨ରେ ୟୁରୋପରେ ଓ ୧୯୮୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] [୬] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[୭] ଯୁକ୍ତରାଜ୍ୟରେ ୨୦୨୦ ମସିହା ସୁଦ୍ଧା ପ୍ରତି ୨ ମିଗ୍ରା ମାତ୍ରାର ମୂଲ୍ୟ ବାବଦ ପ୍ରାୟ ୧.୪ ପାଉଣ୍ଡ ଖର୍ଚ୍ଚ ହୁଏ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Etomidate Monograph for Professionals". Drugs.com (in ଇଂରାଜୀ). Archived from the original on 13 April 2021. Retrieved 14 April 2021.
- ↑ ୨.୦ ୨.୧ ୨.୨ ୨.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1400. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୩.୦ ୩.୧ Williams, LM; Boyd, KL; Fitzgerald, BM (January 2021). "Etomidate". PMID 30570985.
{{cite journal}}
: Cite journal requires|journal=
(help) - ↑ "Etomidate (Amidate) use while Breastfeeding". Drugs.com (in ଇଂରାଜୀ). Archived from the original on 26 October 2020. Retrieved 14 April 2021.
- ↑ Alston, R. Peter; Myles, Paul S.; Ranucci, Marco. Oxford Textbook of Cardiothoracic Anaesthesia (in ଇଂରାଜୀ). Oxford University Press. p. 5. ISBN 978-0-19-965347-8. Archived from the original on 2021-08-29. Retrieved 2021-04-14.
- ↑ Bergen, JM; Smith, DC (1998). "A review of etomidate for rapid sequence intubation in the emergency department". J Emerg Med. 15 (2): 221–230. doi:10.1016/S0736-4679(96)00350-2. PMID 9144065.
- ↑ "FDA Approves Mylan's Generic Anesthesia Drug Etomidate". www.beckershospitalreview.com. Archived from the original on 22 January 2021. Retrieved 14 April 2021.