ଏକାମ୍ର ହାଟ

ଉଇକିପିଡ଼ିଆ‌ରୁ
ଏକାମ୍ର ହାଟର ପ୍ରବେଶ ଦୁଆର
ଏକାମ୍ର ହାଟରେ ଓଡ଼ିଆ ହାତକଳା

ଏକାମ୍ର ହାଟ ଓଡ଼ିଶାର ଭୁବନେଶ୍ୱରଠାରେ ଥିବା ଏକ ବିପଣନ ଓ ମନୋରଞ୍ଜନ ସ୍ଥଳ ଯେଉଁଠାରେ ଓଡ଼ିଶାର ହାତକାମର ପ୍ରଦର୍ଶନ ଓ ବିକ୍ରି କରାଯାଇଥାଏ ।

ଅବସ୍ଥାନ[ସମ୍ପାଦନା]

ଏହା ରାମ ମନ୍ଦିର (ଭୁବନେଶ୍ୱର)ର ପଛପଟେ ଥିବା ଇଡ଼କୋ ପ୍ରଦର୍ଶନୀ ପଡ଼ିଆର ପଛପଟରେ ଅବସ୍ଥିତ ।

ଓଡ଼ିଆ କାଠକାମ, ମନ୍ଦିର ଦୁଆର ପାଳ
ଏକାମ୍ର ହାଟରେ ବୁଦ୍ଧଙ୍କ କାଠଖୋଦେଇ ମୂର୍ତ୍ତୀ
ଓଡ଼ିଆ କାଠକାମ
ମାଟି ହାତି
ଏକାମ୍ର ହାଟରେ ସମ୍ବଲପୁରୀ ଶାଢ଼ି


ଦ୍ରଷ୍ଟବ୍ୟ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]