ଋତୁ ବର୍ମେଚା
ଦେଖଣା
ଋତୁ ବର୍ମେଚା | |
---|---|
![]() ୨୦୧୨ ମସିହାରେ ୧୩ଶ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍ରେ ଋତୁ ବର୍ମେଚା | |
ଜନ୍ମ | ଋତୁ ୧୬ ନଭେମ୍ବର ୧୯୮୮ ଦିଲ୍ଲୀ, ଭାରତ |
ଜାତୀୟତା | ଭାରତୀୟ |
ସମ୍ପର୍କୀୟ | ରଜତ ବାମେର୍ଚା (ଭାଇ) |
ଋତୁ ବର୍ମେଚା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି । ଅଲ୍ଲାରୀ ନରେଶଙ୍କ ସହିତ ସେ ଆହା ନା ପେଲ୍ଲାଣ୍ଟା ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ବୀରଭଦ୍ରମ୍ ଚୌଧୁରୀ ।[୧] ତାଙ୍କ ଭାଇ ରଜତ ବର୍ମେଚା କଥାଚିତ୍ର ଜଗତରେ ମଧ୍ୟ ସକ୍ରିୟ ଅଛନ୍ତି ।[୨]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୧୧ | ଆହା ନା ପେଲ୍ଲାଣ୍ଟା | ସଞ୍ଜନା | ତେଲୁଗୁ | |
୨୦୧୨ | ୱସୂଲ ରାଜା | ଜାନୁ | ||
୨୦୧୩ | ଆକ୍ସନ୍ ୩ଡି | ସନ୍ଧ୍ୟା |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଭାଷା | ଚେନାଲ୍ |
---|---|---|---|---|
୨୦୧୬ | ଅଗତ୍ ତୁମ୍ ସାଥ୍ ହୋ | ନୀମା (ମୁଖ୍ୟ ଭୂମିକା) | ହିନ୍ଦୀ | ଜିନ୍ଦେଗୀ |
ଆଧାର
[ସମ୍ପାଦନା]- ↑ "I owe it to my dad, says Allari Naresh". The Hindu. 9 March 2011. Archived from the original on 14 March 2011. Retrieved 25 September 2011.
- ↑ "Udaan actor was locked away without phone!". The Times of India. 23 July 2010. Archived from the original on 6 September 2013. Retrieved 29 October 2011.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଋତୁ ବର୍ମେଚା