Jump to content

ଉମ୍ବ୍ରାଲିସିବ

ଉଇକିପିଡ଼ିଆ‌ରୁ
ଉମ୍ବ୍ରାଲିସିବ
Clinical data
Trade namesUkoniq
SynonymsRP5264; TGR-1202
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
MetabolismCYP2C9, CYP3A4, and CYP1A2[]
Elimination half-life91 h[]
ExcretionFeces, urine[]
Identifiers
  • 2-[(1S)-1-[4-Amino-3-(3-fluoro-4-propan-2-yloxyphenyl)pyrazolo[3,4-d]pyrimidin-1-yl]ethyl]-6-fluoro-3-(3-fluorophenyl)chromen-4-one
Chemical and physical data
FormulaC31H24F3N5O3
Molar mass୫୭୧.୫୬ g·mol−1
3D model (JSmol)
  • CC(C)OC1=C(C=C(C=C1)C2=NN(C3=NC=NC(=C23)N)C(C)C4=C(C(=O)C5=C(O4)C=CC(=C5)F)C6=CC(=CC=C6)F)F
  • InChI=1S/C31H24F3N5O3/c1-15(2)41-24-9-7-18(12-22(24)34)27-26-30(35)36-14-37-31(26)39(38-27)16(3)29-25(17-5-4-6-19(32)11-17)28(40)21-13-20(33)8-10-23(21)42-29/h4-16H,1-3H3,(H2,35,36,37)/t16-/m0/s1
  • Key:IUVCFHHAEHNCFT-INIZCTEOSA-N

ଉମ୍ବ୍ରାଲିସିବ (ଇଂରାଜୀ ଭାଷାରେ Umbralisib), ଉକୋନିକ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମାର୍ଜିନାଲ୍ ଜୋନ୍ ଲିମ୍ଫୋମା (MZL) ଏବଂ ଫୋଲିକୁଲାର୍ ଲିମ୍ଫୋମା (FL) ରୋଗମାନଙ୍କର ଚିକିତ୍ସା ପାଇଁ ପୂର୍ବରୁ ବ୍ୟବହୃତ ହେଉଥିଲା ।[] [] ଏହାକୁ ପାଟିରେ ନିଆଯାଇଥିଲା ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ତରଳ ଝାଡ଼ା, ଥକ୍କା, ଅଇ, ସ୍ୱଳ୍ପ ନିଉଟ୍ରୋଫିଲ, ମାଂସପେଶୀ ଯନ୍ତ୍ରଣା, କମ୍ ପ୍ଲାଟେଲେଟ, ସ୍ୱଳ୍ପ ଲାଲ ରକ୍ତ କଣିକା, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଯକୃତ ସମସ୍ୟା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ କାଇନେଜ ଇନହିବିଟର ।[]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଉମ୍ବ୍ରାଲିସିବ ଅନୁମୋଦିତ ହୋଇଥିଲା ।[] ଖରାପ ଫଳାଫଳର ଚିନ୍ତା ହେତୁ ଏହାକୁ ୨୦୨୨ ମସିହାରେ ବଜାରରୁ ହଟାଇ ଦିଆଯାଇଥିଲା ।[] ୟୁରୋପ ଏବଂ ବ୍ରିଟେନରେ ଲାଇସେନ୍ସ ପାଇଁ ଉଦ୍ୟମ ବନ୍ଦ ହୋଇଯାଇଛି। ।[]

  1. 1 2 3 4 5 6 7 8 9 10 11 "Ukoniq- umbralisib tablet, film coated". DailyMed. Archived from the original on 14 September 2021. Retrieved 13 September 2021.
  2. 1 2 "FDA withdrawing cancer drug Ukoniq (umbralisib)". U.S. Food and Drug Administration (FDA). 1 June 2022. Archived from the original on 28 October 2022. Retrieved 1 June 2022.
  3. 1 2 "Umbralisib". SPS - Specialist Pharmacy Service. 22 June 2020. Archived from the original on 28 November 2021. Retrieved 31 October 2022.