ଉମା ଆନନ୍ଦ

ଉଇକିପିଡ଼ିଆ‌ରୁ
ଉମା ଆନନ୍ଦ
ଜନ୍ମ୧୯୨୩
ଲାହୋର, ବ୍ରିଟିଶ ଭାରତ
ମୃତ୍ୟୁ୧୩ ନଭେମ୍ବର ୨୦୦୯(2009-11-13) (ବୟସ ୮୫–୮୬)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ପତ୍ରକାର, ଅଭିନେତ୍ରୀ, ବ୍ରଡକାଷ୍ଟର
ବୈବାହିକ-ସାଥୀ
ଚେତନ ଆନନ୍ଦ
(m. ୧୯୪୩; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ୨; କେତନ ଆନନ୍ଦବିବେକ ଆନନ୍ଦ

ଉମା ଆନନ୍ଦ (୧୯୨୩ – ୧୩ ନଭେମ୍ବର ୨୦୦୯) ଜଣେ ଭାରତୀୟ ପତ୍ରକାର ଓ ଅଭିନେତ୍ରୀ ଥିଲେ ।

ଜୀବନୀ[ସମ୍ପାଦନା]

ସେ ୧୯୨୩ ମସିହାରେ ବ୍ରିଟିଶ ଭାରତ ଅଧିନସ୍ଥ ଲାହୋରରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ଇନ୍ଦୁ ମିଠା ଜଣେ ଭାରତନାଟ୍ୟମ ନୃତ୍ୟାଙ୍ଗାନା ଥିଲେ, ଯିଏକି ପାକିସ୍ତାନରେ ରହିଥିଲେ । ସେ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କୁ ୧୯୪୩ ମସିହାରେ ବିବାହ କରିଥିଲେ ।[୧] ତାଙ୍କ ପୁଅ ହେଉଛନ୍ତି କେତନ ଆନନ୍ଦ ଓ ବିବେକ ଆନନ୍ଦ । ୧୯୪୬ ମସିହାରେ ସେ ନୀଚ ନଗର କଥାଚିତ୍ରରେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨] ଅଭିନେତା ଦେବ ଆନନ୍ଦ ହେଉଛନ୍ତି ତାଙ୍କ ସମ୍ପର୍କୀୟ ।[୩] ସେ ୧୩ ନଭେମ୍ବର ୨୦୦୯ରେ ମୃତ୍ୟୁବରଣ କରିଥିଲେ ।[୪]

ପତ୍ରକାର[ସମ୍ପାଦନା]

୧୯୬୫ ମସିହାରୁ ୧୯୮୧ ମସିହା ପର୍ଯ୍ୟନ୍ତ ସେ ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରକାଶିତ ଏକ ପତ୍ରିକା ସଙ୍ଗୀତ ନାଟକର ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ଶିଶୁ ପୁସ୍ତକ ରଚନା କରିଥିଲେ, ଯାହାକି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟଦ୍ୱାରା ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି ।[୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ନୀଚ ନଗର (୧୯୪୬)
  • ଟ୍ୟାକ୍ସି ଡ୍ରାଇଭର୍ (୧୯୫୪)

ଆଧାର[ସମ୍ପାଦନା]

  1. "Chetan Anand - The Dynasty Founder". film ka ilm. Archived from the original on 8 September 2017. Retrieved 7 September 2017.
  2. "Kalpana Kartik – Interview". cineplot.com. Retrieved 7 September 2017.
  3. "www.thehindu.com/todays-paper/tp-features/tp-fri". thehindu.com. Retrieved 7 September 2017. ଛାଞ୍ଚ:Deadlink
  4. Singh, Khushwant. "Flowers appear on plant". The Telegraph. Archived from the original on 3 February 2013. Retrieved 28 December 2012.
  5. Suresh, Kohli (20 November 2009). "'Mother India' Uma Anand". The Hindu. Archived from the original on 25 January 2013. Retrieved 11 December 2012.