ଉପ୍ପଳ କାଲାନ
Appearance
ଉପ୍ପଳ କାଲାନ
ఉప్పల్ కలాన్ یوپپال مشتمل Uppal | |
---|---|
Country | India |
State | Telangana |
District | Medchal district |
City | Hyderabad |
Elevation | 455 m (1,493 ft) |
Languages | |
• Official | Telugu Urdu |
Time zone | UTC+5:30 (IST) |
PIN | 500 039 |
Telephone code | 91 040 |
ଯାନବାହାନ ପଞ୍ଚୀକରଣ | TS-08 |
ଉପ୍ପଳ କାଲାନ iଭରଟିୟାରଜ୍ୟ ତେଲେଙ୍ଗନାର ହାଇ।ଦରାବାଦ ମେଟ୍ରୋ ସହରର ଉପକଣ୍ଠରେ ଥିବା ଏକ ସହରାଞ୍ଚଳ । ଏହା ଉପ୍ପଳ ମଣ୍ଡଳର ମଣ୍ଡଳ ମୁଖ୍ୟାଳୟ ମଧ୍ୟ [୧] ଏହା କିସାରା ରେଭେନ୍ୟୁ ଡିଭିଜନର ଅନ୍ତର୍ଗତ । ବୃହତ ହାଇଦରାବାଦ ମୁନସିପାଳ କର୍ପୋରେସନରେ ମିଶିବା ଆଗରୁ ଏହା ଏକ ସ୍ୱତନ୍ତ୍ର ମୁନସିପାଲିଟି ଥିଲା । ..[୧][୨]
ଜଣ ସଂଖ୍ୟା
[ସମ୍ପାଦନା]2001 ଜନଗଣନା [୩]ଅନୁସାରେ ଉପ୍ପଳ କାଲାନର ଜନସଂଖ୍ୟା 118,259 ଥିଲା । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା 52% ଥିବା ବେଳେ ମହିଳା ସଂଖ୍ୟା 48 % ଥିଲା ଓ ସାକ୍ଷ୍ୟରତା ହାର 73 % ଥିଲା ଯାହା ଜାତୀୟ ହାର 59.5%ଠାରୁ ଯଥେଷ୍ଠ ଅଧିକ । 6 ବର୍ଷରୁ କମ ସଂଖ୍ୟା 12 % ଥିଲା । 1991 ପରେ ଏହାର ଜନସଂଖ୍ୟା ବୃଦ୍ଧହୀ ହାରା 56 % ହେଇଥିଲା ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Uppal (Assembly constituency)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Medchal−Malkajgiri district" (PDF). New Districts Formation Portal. Archived from the original (PDF) on 30 November 2016. Retrieved 11 October 2016.
- ↑ "Greater Hyderabad Municipal Corporation". www.ghmc.gov.in. Archived from the original on 25 December 2018. Retrieved 2 November 2016.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.