Jump to content

ଉପ୍ପଳ କାଲାନ

ଉଇକିପିଡ଼ିଆ‌ରୁ
ଉପ୍ପଳ କାଲାନ
ఉప్పల్ కలాన్
یوپپال مشتمل
Uppal
Uppal Cricket stadium
Uppal Cricket stadium
Country India
StateTelangana
DistrictMedchal district
CityHyderabad
Elevation
455 m (1,493 ft)
Languages
 • OfficialTelugu Urdu
Time zoneUTC+5:30 (IST)
PIN
500 039
Telephone code91 040
ଯାନବାହାନ ପଞ୍ଚୀକରଣTS-08

ଉପ୍ପଳ କାଲାନ iଭରଟିୟାରଜ୍ୟ ତେଲେଙ୍ଗନାର ହାଇ।ଦରାବାଦ ମେଟ୍ରୋ ସହରର ଉପକଣ୍ଠରେ ଥିବା ଏକ ସହରାଞ୍ଚଳ । ଏହା ଉପ୍ପଳ ମଣ୍ଡଳର ମଣ୍ଡଳ ମୁଖ୍ୟାଳୟ ମଧ୍ୟ [୧] ଏହା କିସାରା ରେଭେନ୍ୟୁ ଡିଭିଜନର ଅନ୍ତର୍ଗତ । ବୃହତ ହାଇଦରାବାଦ ମୁନସିପାଳ କର୍ପୋରେସନରେ ମିଶିବା ଆଗରୁ ଏହା ଏକ ସ୍ୱତନ୍ତ୍ର ମୁନସିପାଲିଟି  ଥିଲା । ..[୧][୨]

ଜଣ ସଂଖ୍ୟା

[ସମ୍ପାଦନା]

 2001 ଜନଗଣନା [୩]ଅନୁସାରେ ଉପ୍ପଳ କାଲାନର ଜନସଂଖ୍ୟା 118,259 ଥିଲା । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା 52% ଥିବା ବେଳେ ମହିଳା ସଂଖ୍ୟା 48 % ଥିଲା ଓ ସାକ୍ଷ୍ୟରତା ହାର 73 % ଥିଲା ଯାହା ଜାତୀୟ ହାର 59.5%ଠାରୁ ଯଥେଷ୍ଠ ଅଧିକ । 6 ବର୍ଷରୁ କମ ସଂଖ୍ୟା 12 % ଥିଲା । 1991 ପରେ ଏହାର ଜନସଂଖ୍ୟା ବୃଦ୍ଧହୀ ହାରା 56 % ହେଇଥିଲା । 

ଉପ୍ପଳ କାଲାନ ନିକଟରେ ଭାରତୀୟ ଜାତୀୟ ରାଜପଥ 202 

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Uppal (Assembly constituency)

ଆଧାର 

[ସମ୍ପାଦନା]
  1. 1 2 "Medchal−Malkajgiri district" (PDF). New Districts Formation Portal. Archived from the original (PDF) on 30 November 2016. Retrieved 11 October 2016.
  2. ↑ "Greater Hyderabad Municipal Corporation". www.ghmc.gov.in. Archived from the original on 25 December 2018. Retrieved 2 November 2016.
  3. ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.