ଉଚ୍ଛ୍ୱାସ (କବିତା ସଙ୍କଳନ)
ଦେଖଣା
(ଉଚ୍ଛ୍ବାସ (କବିତା ସଙ୍କଳନ)ରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଉଚ୍ଛ୍ୱାସ (କବିତା ସଙ୍କଳନ) | |
---|---|
ଲେଖକ | କୁନ୍ତଳା କୁମାରୀ ସାବତ |
ଭାଷା | ଓଡ଼ିଆ |
ବିଭାଗ | କବିତା ସଙ୍କଳନ |
ମାଧ୍ୟମ ପ୍ରକାର | ଛପାବହି |
ଉଚ୍ଛ୍ୱାସ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ଏକ ଓଡ଼ିଆ କବିତା ସଙ୍କଳନ । ଏଥିରେ ପ୍ରକାଶିତ କବିତାବଳୀ ଓଡ଼ିଆ ପତ୍ରିକା ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ଏହି କବିତା ସଙ୍କଳନରେ ପ୍ରକୃତି ଚେତନା ତଥା ମାନବିକ ସମବେଦନା ଫୁଟିଉଠିଛି ।[୧]
ପଦାବଳୀ
[ସମ୍ପାଦନା]ତୋହପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ
ହସେ ବାସେ ରସେ ମାତ୍ର ଫୁଟି ଅଛି କ୍ଷଣିକ
ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମା ଫୁଲ ନଯିବ ତ ମଉଳି
ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳୀ— ଗଙ୍ଗଶିଉଳୀ, ଉଚ୍ଛ୍ୱାସ ସଙ୍କଳନ
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ କୁନ୍ତଳା କୁମାରୀ ସାବତ. ସ୍ଫୁଲିଙ୍ଗ. ଭାରତୀ ତପୋବନ ସଙ୍ଘ, ଦିଲ୍ଲୀ (୧୯୨୯)