ଉଇକିପିଡ଼ିଆ ଆଲୋଚନା:ଓଡ଼ିଶା ଦିବସ ୨୦୧୪/ଉପସ୍ଥାପନା

Page contents not supported in other languages.
ଉଇକିପିଡ଼ିଆ‌ରୁ
  • ଓଡ଼ିଆ ଉଇକିପିଡିଆରେ ଯେଉଁମାନେ ୨୦୦ରୁ ଅଧିକ ସମ୍ପାଦନା କରିଛନ୍ତି, ସମସ୍ତଙ୍କୁ ଅଭିଜ୍ଞ କହିହେବନି ।
  • ଯାହାବି ହେଉ, ୨୦୦ରୁ କମ ସମ୍ପାଦନା କରିଥିଲେ ବି ଯଦି ସେମାନେ କୌଣସି ଏକ ବିଷୟରେ ଉପସ୍ଥାପନା ଦେବାପାଇଁ ଚାହୁଁଛନ୍ତି ତେବେ ବିଚାରକୁ ନିଆଯାଇପାରିବ ।
  • ମୁଁ କିଛି ଉପସ୍ଥାପନା ତିଆରି କରୁନି, କିନ୍ତୁ ଯଦି ଉପସ୍ଥିତ ରହିବି ତେବେ କିଛି ବିଷୟ ଉପରେ କହିବି, ଉଦାହରଣ ଦେଇ ଦେଖେଇବି । ଉପସ୍ଥିତ ରହିବି କି ନାହିଁ ନିଷ୍ପତ୍ତି ନେଲାପରେ ଜଣେଇବି । -- ଅଂଶୁମାନ ତାର ଯୋଡ଼ିବେ? ୦୮:୧୦, ୧୭ ମାର୍ଚ୍ଚ ୨୦୧୪ (UTC)