ଉଇକିପିଡ଼ିଆ ଆଲୋଚନା:ଓଡ଼ିଶା ଦିବସ ୨୦୧୪/ଉପସ୍ଥାପନା
Appearance
- ଓଡ଼ିଆ ଉଇକିପିଡିଆରେ ଯେଉଁମାନେ ୨୦୦ରୁ ଅଧିକ ସମ୍ପାଦନା କରିଛନ୍ତି, ସମସ୍ତଙ୍କୁ ଅଭିଜ୍ଞ କହିହେବନି ।
- ଯାହାବି ହେଉ, ୨୦୦ରୁ କମ ସମ୍ପାଦନା କରିଥିଲେ ବି ଯଦି ସେମାନେ କୌଣସି ଏକ ବିଷୟରେ ଉପସ୍ଥାପନା ଦେବାପାଇଁ ଚାହୁଁଛନ୍ତି ତେବେ ବିଚାରକୁ ନିଆଯାଇପାରିବ ।
- ମୁଁ କିଛି ଉପସ୍ଥାପନା ତିଆରି କରୁନି, କିନ୍ତୁ ଯଦି ଉପସ୍ଥିତ ରହିବି ତେବେ କିଛି ବିଷୟ ଉପରେ କହିବି, ଉଦାହରଣ ଦେଇ ଦେଖେଇବି । ଉପସ୍ଥିତ ରହିବି କି ନାହିଁ ନିଷ୍ପତ୍ତି ନେଲାପରେ ଜଣେଇବି । -- ଅଂଶୁମାନ ତାର ଯୋଡ଼ିବେ? ୦୮:୧୦, ୧୭ ମାର୍ଚ୍ଚ ୨୦୧୪ (UTC)
Start a discussion about ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଉପସ୍ଥାପନା
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଉପସ୍ଥାପନା.