ଉଇକିପିଡ଼ିଆ:IRC/21-04-2014

ଉଇକିପିଡ଼ିଆ‌ରୁ
ପୂର୍ବ ଅଲୋଚନା
WP:IRC/logs
IRC URL
http://webchat.freenode.net/?channels=#wikipedia-or

ଅଲୋଚନା ଲଗ (Log)[ସମ୍ପାଦନା]

[20:01] == subas [1b30c0e4@gateway/web/freenode/ip.27.48.192.228] has joined #wikipedia-or
[20:02] <Sipun> ସାର ଜମା ରୁ ଆମେ ତିନିଜଣ
[20:02] <MKar> ସାର ନମସ୍କାର...
[20:04] <subas> ନମସ୍କାର, କର ବାବୁ
[20:06] <Sipun> gyan bhai aau sailesh asuchhanti
[20:06] <MKar> ଠିକ ଅଛି ୫ଜଣ ହେଲେ, ଆଲୋଚନା ଆରମ୍ଭ କରିବା...
[20:06] <subas> କଉଥିରେ ବସି ଆସୁଛନ୍ତି ?
[20:07] == Gyan [3b5abbcf@gateway/web/freenode/ip.59.90.187.207] has joined #wikipedia-or
[20:07] <Gyan> Namaskar !
[20:08] <subas> ନମସ୍କାର
[20:08] == Diptiman [0e8b55c2@gateway/web/freenode/ip.14.139.85.194] has joined #wikipedia-or
[20:08] <Gyan> Sir kemiti achhanti ?
[20:08] <MKar> ଜୟ ଜଗନ୍ନାଥ...
[20:08] <subas> ଭଲ ଅଛି
[20:09] <Diptiman> ଆରମ୍ଭ ହଉ
[20:09] <subas> କର ବାବୁ, ଶଶାଙ୍କ ବିକୀଟୁଙ୍ଗି ପ୍ରଯୋଜକ କୁଆଡେ ଗଲେ
[20:10] == Sipun [7113d767@gateway/web/freenode/ip.113.19.215.103] has quit [Ping timeout: 240 seconds]
[20:10] <Diptiman> ସିପୁନ କିଏ ପ୍ରୀତି ଭାଇ?
[20:11] <MKar> ସେ ଏବେ ଆଳି (କେନ୍ଦ୍ରାପଡ଼ା ଜିଲ୍ଲା)ରେ ଅଛନ୍ତି ।ଗୋଟିଏ ଭୋଜିରେ ଯୋଗଦେବାକୁ ଯାଇଛନ୍ତି ।
[20:11] <Gyan> Sitikantha = Sipun
[20:12] <Diptiman> ଶଳା
[20:12] <MKar>
[20:12] <subas> ଭଲ ସମ୍ବୋଧନ
[20:12] <Gyan> @diptiman Gurujana mane achhanti
[20:13] <Diptiman> କ୍ଷମାପ୍ରାର୍ଥୀ
[20:14] <subas> ଓଡିଆ ଉଇକିପିଡିଆ ଗୋଟିଏ ରେଜିଷ୍ଟାର୍ଡ ସଂସ୍ଥାକି ?
[20:14] <Gyan> Sasanka bhainka jogadana gurutwapurna thila jehetu se abahaka
[20:14] <Diptiman> ସେ କାଲି ଆସିବେ ବୋଲି କହିଥିଲେ କି?
[20:15] <Gyan> mun janini mrutyunjaya bhai janithibe
[20:15] <subas> ଡାକିଦେଇ ପଳେଇଲେ ।
[20:15] <Gyan> Sir mu bhabuchhi nuhe
[20:15] == Sipun_ [7113d767@gateway/web/freenode/ip.113.19.215.103] has joined #wikipedia-or
[20:16] <subas> ଯଦି ନୁହେଁ ଓ ଆମେ ସବୁ ସ୍ଵେଚ୍ଛାସେବୀ ତେବେ ଆମେ କାହା ପାଖରେ ଉତ୍ତରଦାୟୀ କି ?
[20:17] <Sipun_> ଦୁଃଖିତ ନେଟ କଟି ଯାଇଥିଲା
[20:17] <MKar> ଶଶାଙ୍କ ଭାଇସେ ୩୦ମିନିଟ ପରେ ଘରେ ପହଞ୍ଚିବେ ।
[20:17] <Gyan> subash sir bujhi parilini dayi mane kan ?
[20:17] <Gyan> mane kou context re
[20:18] <Diptiman> ମୋର ୯ ରେ ମେସ ବନ୍ଦ ହେଇଯିବ
[20:18] <subas> କାହାର ଆମକୁ ପ୍ରଶ୍ନ କରିବା ଅଧିକାର ଅଛିକି ?
[20:18] <MKar> ନା, ଆମେ ନିଜଛଡ଼ା ଆଉ କାହାପାଖରେ ଉତ୍ତରଦାୟୀ ନୁହଁ ।
[20:19] <subas> ମୋର କହିବାର କିଛି ଉଦ୍ଦେଶ୍ୟ ଅଛି ।
[20:19] <Diptiman> ସୁବାଷ ସାର ଙ୍କ କହିବା ଅନୁସାରେ, ଶଶାଙ୍କ ଭାଇ ଙ୍କ ଅନୁପସ୍ଥିତି ରେ ଆମେ କାହାକୁ ପ୍ରଶ୍ନ କରିବା?
[20:19] <MKar> କାଲି ସକାଳୁ ମୁଁ ଲେଖିବା ବନ୍ଦ କରିଦେଲେ ଆନୁଷ୍ଠାନିକ ଭାବେ ମତେ କେହି ବାଧ୍ୟ କରିପାରିବେନି/ ପଚାରିପାରିବେନି ।
[20:20] <Sipun_> ଆଚ୍ଛା ସାର କଥାବାର୍ତ୍ତା ମଧ୍ୟରେ ବଧ ଦେଉଥିବାରୁ ଦୁଃଖିତ ... ତେବେ ଆଲୋଚନା ର ମୁଖ୍ୟ ବିଷୟ ବସ୍ତୁ ଲେଖାଯାଉ
[20:20] <Gyan> ame jehetu volunteer samaste nija ichhare kama karuchhanti tenu kahaku kahi hebani ki dayitwa dei hebani
[20:20] <subas> ବିଗତା କେତେଦିନ ଧରି ଅନେକ ପ୍ରଶ୍ନ ଆଲୋଚନା ପୃଷ୍ଠାରେ ଏହି ବିଷୟରେ ଚର୍ଚ୍ଚା କାଳିଛି ।
[20:21] <MKar> ଶଶାଙ୍କ ଭାଇ ସାରଙ୍କ ସହ କ'ଣ ଆଲୋଚନା କରିଥିଲେ ମୁଁ ଜାଣିନି ।
[20:22] <subas> କଅଣ ଖର୍ଚ୍ଚ ହେଲା ପଚାରୁଛନ୍ତି, ଏ କଥା ଯିଏ ଟଙ୍କା ଦେଇଛି ସିଏ ପଚାରିବା କଥା ।
[20:22] <Gyan> Apananku kie pacahrila sir ?
[20:22] <subas> ମୁଁ ଶଶାଙ୍କ କଥା କହୁନି ।
[20:22] <subas> ବ୍ୟକ୍ତିଗତ କଥା ନୁହେଁ
[20:23] <Gyan> Oho
[20:24] <Gyan> Sir eita jehetu gote khola mancha tenu samastankara pacharibara adhikara achhi aau han sei loka ehi karjya gudika sahita related hoithiba darkara
[20:25] <subas> ଯଦି ଏ2K ରୁ ଅର୍ଥ ଉଇକିଟୁଙ୍ଗି ନିମନ୍ତେ ଆଣିବା ତେବେ ତାହା ପାଖରେ ଉତ୍ତରଦାୟୀ ହେବା କି ନାହିଁ ?
[20:25] <MKar> ପଇସା ଆଣିଲେ ଉତ୍ତରଦାୟୀ ହେବା, ଏହା ନିଶ୍ଚିତ
[20:26] <subas> କେହି କେହି କହୁଛନ୍ତି, ସେମାନଙ୍କର ଆମକୁ କହିବା ଅଧିକାର ନାହିଁ
[20:27] <MKar> ଯେହେତୁ A2K ଅନ୍ୟମାନଙ୍କ ପାଖରେ ପଇସା ପାଇଁ ଉତ୍ତରଦାୟୀ, ତେଣୁ ଆମକୁ ବି ଉତ୍ତର ଦେବାକୁ ପଡ଼ିବ
[20:28] <MKar> କେଉଁ ଆଧାରରେ ସେ (କେହି କେହି) କହୁଛନ୍ତି, ମୁଁ ଅନୁମାନ କରିପାରୁନି
[20:28] <subas> ସୁଭାସିସ କିଛି ଲେଖିଥିଲେ, ଆମୋଚନା ସଭାରେ, ପଢିଥିବେ ।
[20:29] <Sipun_> http://goo.gl/WcXt32
[20:29] <Diptiman> ଶେଷ ଆଲୋଚନା ଟା
[20:29] <Diptiman> ଦ୍ଵନ୍ଦ ବିଷୟ ରେ
[20:29] <subas> ହଁ
[20:30] <subas> ଗୋଟିଏ ଛୋଟ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ଏତେ ସମାଲୋଚନା ତେବେ ଆଗକୁ ବଢିବ କେମିତି ?
[20:31] == Gyan [3b5abbcf@gateway/web/freenode/ip.59.90.187.207] has quit [Quit: Page closed]
[20:31] <Diptiman> ଆଲୋଚନା ସମାଲୋଚନା ନହେଲେ ଆଗକୁ ବଢିବନି
[20:32] <MKar> ଏବେ ଯେପରି ଓଡ଼ିଶା ଦିବସର ଖର୍ଚ୍ଚ ଓ ପୂର୍ବ ଜନ୍ମ ଦିନର ଖର୍ଚ୍ଚ ଆମେ ଦେଲେ, ସେଭଳି ଆମକୁ ଖର୍ଚ୍ଚ ବିବରଣୀ ଦେବାକୁ ପଡ଼ିବ, ନଚେତ, ପରବର୍ତ୍ତୀ କିସ୍ତି ମିଳିବନି
[20:32] <subas> ଟବ ଯେଉଁ ବିଷୟ ନିମନ୍ତେ ଆସିଛନ୍ତି ସେ ଆଲୋଚନା ହେଉ
[20:33] == Nirmal [73fd8580@gateway/web/freenode/ip.115.253.133.128] has joined #wikipedia-or
[20:34] <MKar> ଠିକ ଅଛି ପ୍ରଥମେ କେଉଁ ବିଷୟରେ ଆଲୋଚନା କରିବା? ଆପଣ (ସୁବାସ ସାର) ଆଲୋଚନାର ବିନ୍ଦୁ ସ୍ଥିର କରନ୍ତୁ
[20:36] <Diptiman> ମୁଁ ଖାଇକି ଆସୁଛି
[20:36] <subas> ପ୍ରଥମେ ସ୍ଥିର କରାଯାଉ, ଉଇକିଆଳିମାନେ ଉଇକିତୁଙ୍ଗ ଆସି ପଢା ପଢିକାରୀବେକି, ଯଦି କେହି ନ ଆସିବେ ସବୁ ବ୍ୟର୍ଥ ହେବ
[20:36] <MKar> ପୁରୁଖା ସଦସ୍ୟଙ୍କୁ ଅବଗତ କରାଉଛି ଯେ Nirmal ନାଲକୋନଗରରେ ରହୁଥିବା ମୋର ଜଣେ ସହକର୍ମୀ, ସେ କିଟରେ ହେଇଥିବା କର୍ମଶାଳାରେ ଯୋଗଦେଇଥିଲେ ।
[20:37] <subas> ସ୍ଵାଗତ ନିର୍ମଳ
[20:38] <subas> ମୁଁ ଭୁବନେଶ୍ବରରେ ଜାଗା ସ୍ଥିର କରିସାରିଛି
[20:40] <MKar> ଉଇକିଟୁଙ୍ଗିକୁ ହୁଏତ ସବୁଦିନେ ନଆସି ପାରନ୍ତି, କିନ୍ତୁ ଦରକାର ବେଳେ ବହି ଓ ଅନ୍ୟାନ୍ୟ ପତ୍ରପତ୍ରିକା (ଯଦି ଥାଏ) ତେବେ ବ୍ୟବହାର କରିପାରିବେ ।
[20:40] <subas> ଏ ବିଷୟରେ ସଭ୍ୟଙ୍କର ପ୍ରଥମେ ମତ ନିଆଯାଉ ।
[20:40] <MKar> ଭଲ କଥା ସାର, ଜାଗା ନିମନ୍ତେ କିଛି ଖର୍ଚ୍ଚ କରିବାକୁ ପଡ଼ିବ କି?
[20:41] <subas> ଯଦି ପଡେ ତେବେ ଅତି କମ
[20:41] <MKar> ଭୁବନେଶ୍ଵରର ସ୍ଥାନ ବାବଦରେ କେବଳ ସେଠାକାର ସ୍ଥାନୀୟ ଉଇକିଆଳି ନିଷ୍ପତ୍ତି ନେବା ଠିକ ହେବ ।
[20:42] <subas> ନାଲକି କଥା କୁହନ୍ତୁ
[20:43] <subas> ଆମେ ଭୁବନେଶ୍ବରରେ ମାସକୁ ଥରେ ଏକାଠି ହେଲେ ସେହି ଦିନ ସମସ୍ତେ ପଢିପାରିବେ ।
[20:43] <MKar> ଏଠାରେ ଏବେପାଇଁ ମୋ ଘରେ/ ପାଳିକରି ପ୍ରତ୍ୟେକ ସଦସ୍ୟଙ୍କ ଘରେ/ ଉଦ୍ୟାନରେ ମାସିକ ବୈଠକ ଓ ଆଲୋଚନା ଚକ୍ର ହେଇପାରିବ ।
[20:44] <MKar> ଯେହେତୁ ନାଲକୋ ଏକ ଛୋଟ ଯାଗା, ତେଣୁ ସ୍ଥାନ ପାଇଁ ଆମେ କିଛି ଖର୍ଚ୍ଚ କରିବୁନୁ (ମୋର ବ୍ୟକ୍ତିଗତ ମତ) ।
[20:45] <subas> ମୁଁ ଉଇକିଟୁଙ୍ଗି ବିଷୟରେ ଗୋଟିଏ ଲେଖା ଆଲୋଚନା ସଭାରେ ଲେଖିଥିଲି, ପଢିଛନ୍ତି କି
[20:46] <subas> ସେଥିରେ କି କି ବିଷୟରେ ଆଲୋଚନା କରିବା ଲେଖିଥିଲି ।
[20:46] <MKar> ଅନେକ କଥା ଲେଖିଥିଲେ, କେଉଁ କଥାଟି ବାବଦରେ କହୁଛନ୍ତି?
[20:46] <subas> କେବେଳ ଟୁଙ୍ଗି କଥା
[20:47] <subas> Motivation of the Wikipedians for the gathering. # Make a committee. # Mode of personal communication in urgency: E-Mail, FaceBook or telephone? How to collect the address? Someone will be entrusted. # Selection of the place of meet. # Periodicity of the meet. Monthly or twice a month. # About library: Place, purchase and collection of books, donation. # Budget for food and conveyance may be prepared.
[20:48] <MKar> ଟୁଙ୍ଗି ବାବଦରେ ମୋଟ ୭ଟି କଥା ଲେଖାଯାଇଛି
[20:48] <subas> ଆଜି ସେତିକି ହେଉ
[20:49] <subas> ଅନ୍ୟମାନେ ଆଲୋଚନା କରନ୍ତୁ
[20:49] <MKar> ଠିକ ଅଛି, ପ୍ରଥମେ କମିଟିରୁ ଆରମ୍ଭ କରନ୍ତୁ, ଆମେ ଏଠାରେ ଆପଣଙ୍କୁ ଅନୁକରଣ କରିବୁ ।
[20:50] <Sipun_> ଭୁବନେଶ୍ଵରରେ ଚାରିଜଣ ଉଇକିଆଳି ସକ୍ରିୟ ଅଛନ୍ତି... ସେମାନେ ପୁଣି ସହରର ଚାରି କୋଣ ରେ ରହୁଛନ୍ତି... ତେଣୁ ଗୋଟିଏ ଜାଗାକୁ ଯାଇ ପଢିବା ସମୟ ସାପକ୍ଷ ଓ ବ୍ୟୟ ସାପକ୍ଷ
[20:50] <subas> ଆପଣ ସବୁଠାରୁ ସିନିଅର । ଆରମ୍ଭ କରନ୍ତୁ
[20:52] <subas> ସେଥି ନିମନ୍ତେ ମୁଁ ଏତେ ଉପକ୍ରମଣିକା ଦେଉଥିଲି ।
[20:52] <MKar> ଆପଣ ଭୁବନେଶ୍ଵର ଟୁଙ୍ଗି ବାବଦରେ ଆଲୋଚନା ଆରମ୍ଭ କରନ୍ତୁ, ଶଶାଙ୍କ ଭାଇ ଆସିବା ପରେ ଯାହା କିଛି ନାଲକୋଟୁଙ୍ଗି ବାବଦରେ ଆଲୋଚନା ହେବ
[20:52] <subas> ଏହି ବ୍ୟୟ କିଏ ବହନ କରିବ
[20:53] <Sipun_> A2K କିମ୍ବା ଛୋଟମୋଟ ଖର୍ଚ୍ଚ ଆମେ ନିଜେ ବହନ କରିପାରିବା
[20:54] <subas> ଚାରି କୋଣରୁ ଆସିବା ଅସୁବିଧା ହେଲେ ତ ମୂଳରୁ ଗଲା, ଆଉ ଟୁଙ୍ଗି କଅଣ
[20:54] <Sipun_> :P
[20:54] <MKar> ସାର ବିନା ଉପକ୍ରମଣିକାରେ ସିଧାସଳଖ ଲେଖନ୍ତୁ, କିଛି ଅସୁବିଧା ନାହିଁ ଆପଣ ହିଁ ବୟୋଜ୍ୟେଷ୍ଠ ଓ ଆମର ଦିଗଦର୍ଶକ
[20:54] <Sipun_> ନା ସାର ଆସିବୁ କିନ୍ତୁ ମାସକୁ ଥରେ ହିଁ ସମ୍ଭବ
[20:55] <subas> ମାସକୁ ଥରେ ଆମର ମିଟିଂ ହେବ ସେତିକି ବେଳେ ଟୁଙ୍ଗି କାମରେ ଆସି ପାରିବକି
[20:56] <subas> କମିଟିର କାମ କଅଣ
[20:56] <Sipun_> ନିଶ୍ଚିତ ତେବେ ଆମେ ଏକ ଜାଗା ଠିକ କରିବାକୁ ପଡିବ ଯାହା ସମସ୍ତଙ୍କ ପାଇଁ ଯିବା ଆସିବା ପାଇଁ ସୁବିଧା ହେଉଥିବ
[20:57] <MKar> କମିଟି ବାବଦରେ ଆପଣ ଲେଖିଥିଲେ...
[20:57] <Sipun_> ମୋ ମତରେ ଆମେ ଏବେ ଗୋଟିଏ କିମ୍ବା ଦୁଇଟି କାମ ହାତକୁ ନେବା
[20:57] <subas> ଯଦି କିଛି ଅସୁବିଧା ନାହିଁ ତେବେ ମୋ ଆପାର୍ଟମେଣ୍ଟରେ ବସିବା, ମୁଁ ଅନୁମତି ନେଇଛି
[20:57] <subas> ସେଇଠି ଟୁଙ୍ଗି ହେବ
[20:57] <Sipun_> edit-a-thon ମାସକୁ ଗୋଟିଏ କିମ୍ବା ଦୁଇ ମାସରେ ଗୋଟିଏ
[20:58] <MKar> :)
[20:58] <subas> ଆଗ ଟୁଙ୍ଗି ଓ କମିଟି ବିଷୟ ସରୁ
[20:59] <Sipun_> କମିଟି କଣ ?
[20:59] <Sipun_> ମାନେ କାମ କଣ ?
[20:59] <subas> ସୁଭାସିସଙ୍କ ମତ କମିଟି
[21:00] <Sipun_> ସୁଭାସିସ ଭାଇ ଏବେ ଜାହାଜରେ ଯାତ୍ରା କରୁଛନ୍ତି...
[21:00] <subas> ତାଙ୍କର ଟୁଙ୍ଗି ବିଷୟ ପଢନ୍ତୁ
[21:01] <subas> କମିଟି ବିଷୟ ମୁଁ ଜାଣିନି , ସେ ଥିଲେ clarify କରିଥାଆନ୍ତେ
[21:02] <subas> ଦୀପ୍ତିମାନ ଆପଣ ମାସକୁ ଥରେ ତ ଆସୁଥିବେ
[21:02] <subas> ଯାତ୍ରା କୁଆଡେ
[21:03] <subas> କି କି ବହି ମଗେଇବା
[21:04] <Sipun_> ଯେଉଁ ପ୍ରକଳ୍ପ ଉପରେ ଟୁଙ୍ଗି କାମ କରିବ ସେହି ବହି ଆସିବ ଓ କାମ ସାରିଲେ ତାକୁ ଅନ୍ୟ ଟୁଙ୍ଗି କୁ ଦେଇଦିଆଯିବ
[21:05] <MKar> ଟୁଙ୍ଗିରେ ବୈଠକ ଦିନ ଓ ସମୟ ସ୍ଥିର କରାଯାଇ ସମସ୍ତଙ୍କୁ ଜଣାଇଦିଆଯିବ । ନଥିକରଣ କାମ (କ'ଣ କ'ଣ ଆଲୋଚନାହେଲା) ଓଖର୍ଚ୍ଚ ହିସାବ ରଖାଯିବ ।
[21:05] <Sipun_> ଆବଶ୍ୟକ ହେଲେ ସେ ବହି ବିକି ନୂଆ ବହି ଆଣିବା
[21:05] <subas> ମୁଁ ଭାବୁଛି ଏ ବିଷୟ IRCରେ ନ କରି ବସି ଆଲୋଚନା କଲେ ଭଲ ହେବ
[21:05] <subas> ଭଲ ସଜେସନ
[21:06] <Sipun_> ଠିକ ଅଛି ଜୁନ ଇଭେଣ୍ଟ ବେଳେ ଆଲୋଚନା କରିବା ସମସ୍ତେ
[21:07] <MKar> ମଝିରେ ଆଉ ମାସେ ରହିଲା
[21:07] <subas> ତେଣୁ ଏ ବିଷୟରେ ଆଗରୁ ସମସ୍ତେ କଅଣ କରିବା ସ୍ଥିର କରିଥିବେ , ସମୟ ନଷ୍ଟ ନ କରି ଆଲୋଚନା କରିବା
[21:07] <Sipun_> ସିଏ ଏମିତି ଆଲୋଚନା ହଉ ହଉ ଚାଲିଯିବ :P
[21:08] <subas> ଆର ମାସରେ ଫାଇନାଲ କରିବା
[21:08] <Nirmal> Thanks to all, Sorry friends for typing in English.what ever we do our motto is to improve contributions.So I think tungi must not be at a fixed place.We will gather at such a place where maximum people can join.
[21:08] <subas> ଆଉ ତ ଅଳ୍ପ ଦିନ ରହିଲା
[21:09] <Sipun_> @Nirmal ଭାଇ ଇଂରାଜୀ ଲିପିରେ ଲେଖିଲେବି ଓଡ଼ିଆରେ ଲେଖନ୍ତୁ
[21:10] <subas> ମୀଟ ଅଲଗା ଜାଗାରେ କରି ହେବ ଟୁଙ୍ଗି ନୁହେଁ, ବହି ରହିବା ନା
[21:11] <Diptiman> ମୁଁ ଏବେ ଯୋ ଘରକୁ ଯାଇଥିଲି ସାଢେ ୩ ମାସ ପରେ ଯାଇଥିଲି
[21:12] <Diptiman> ଆର ମାସ ରେ ମୁମ୍ବାଇ ଯାଉଛି
[21:12] <subas> ତେବେ ଟୁଙ୍ଗି ଆଲୋଚନା ପୃଷ୍ଠାରେ ନିଜର ମତ ଦିଅନ୍ତୁ ସମସ୍ତେ
[21:12] <Diptiman> ମାସକୁ ଥରେ ଯିବା ଅତି କଷ୍ଟକର ହବ
[21:12] <MKar> ଟୁଙ୍ଗି ବାବଦରେ ଯଦି ଜୁନ ମାସରେ ଆଲୋଚନା କରିବା, ତେବେ ଆଗାମୀ ଜୁନ କାର୍ଯ୍ୟକ୍ରମ ବାବଦରେ ଏକ ପ୍ରସ୍ତାବ ପ୍ରସ୍ତୁତ କରନ୍ତୁ ।
[21:12] <subas> ଶିତି ଓ ମୁଁ ବସି ତାକୁ ସର୍ଟ କରିବୁ
[21:14] <subas> କେତେ ଟଙ୍କା ସାହାଯ୍ୟ ମାଗିବା କିଛି ସ୍ଥିର ହୋଇଛି କି
[21:14] <MKar> କିଛି ସ୍ଥିର ହେଇନି, ୩ ଜୁନ ହାତରେ ମାତ୍ର ମାସେ ସମୟ ।
[21:14] <Sipun_> ତେବେ ଆଜି ପାଇଁ ଆଲୋଚନା ଏଠାରେ ସ୍ଥଗିତ ରହୁ ଆର ରବିବାର ବାକି ଆଲୋଚନା ହେବ... ସମସ୍ତେ ଥିବେ ଓ ଏହା ବାବଦରେ ଚିନ୍ତା କରିଥିବେ... ତେଣୁ intro ବିନା ଆଲୋଚନା ଆରମ୍ଭ କରିବା
[21:15] <subas> ସିତିକଣ୍ଠ , ଆପଣଙ୍କୁ ମୁ ଏହା ପରେ ଫୋନ କରିବି ଗୋଟିଏ କାମ ଅଛି
[21:15] <Sipun_> ନିଶ୍ଚୟ ସାର
[21:15] <subas> ଏହାକୁ ସେଭ କରିଦିଅନ୍ତୁ ।
[21:15] <Sipun_> ହଁ
[21:15] <MKar> କ'ଣ କ'ଣ କାର୍ଯ୍ୟକ୍ରମ କରିବା ସ୍ଥିର କରିବାପରେ ତାକୁ ଆଖି ଆଗରେ ରଖି ଖର୍ଚ୍ଚ ମାଗିବା ।
[21:16] <subas> ଧନ୍ୟବାଦ
[21:16] <MKar> ବିଦାୟ, ଶୁଭରାତ୍ରୀ...
[21:16] <Sipun_> ଶୁଭରାତ୍ରୀ
[21:16] <subas> bye all
[21:17] == subas [1b30c0e4@gateway/web/freenode/ip.27.48.192.228] has quit [Quit: Page closed]
[21:18] <MKar> @Nirmal ଦେଖିଲ କିପରି ଆଲୋଚନା ହୁଏ ?
[21:19] == Diptiman [0e8b55c2@gateway/web/freenode/ip.14.139.85.194] has quit [Ping timeout: 240 seconds]
[21:24] <Nirmal> yes. Many thing was to say .But the relation was not so strong and I am new in this field so I can't.But this is a great way of discussion.
[21:26] <MKar> କିଛି ଅସୁବିଧା ନାହିଁ, ଯାହା ଭାବୁଥିଲ https://or.wikipedia.org/s/25 ରେ ଲେଖିଦେବ...
[21:27] <Nirmal> ok , Subha ratri.
[21:27] <MKar> ଶୁଭରାତ୍ରୀ...