ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା ୨୦୨୪
ଦେଖଣା
ଏହି ଗଣସମ୍ପାଦନାରେ ସମୁଦାୟ ୫ଟି ନୂଆ ପ୍ରସଙ୍ଗ ଗଢ଼ା ଯାଇଛି ଏବଂ ୦ଟି ପ୍ରସଙ୍ଗ ଉନ୍ନତ କରାଯାଇଛି ।
ସମୟସୀମା
ସମୟସୀମା: ୭ ଜୁଲାଇ ୨୦୨୪ ରୁ ୧୯ ଜୁଲାଇ ୨୦୨୪
ଗଣସମ୍ପାଦନାର ନିୟମ
- ଏହି ପ୍ରସଙ୍ଗ ତାଲିକାରୁ ପ୍ରସଙ୍ଗଟିଏ ବାଛିପାରିବେ ।
- ନୂଆ ପ୍ରସଙ୍ଗ ଗଢ଼ୁଥିଲେ ସେଥିରେ ଅତି କମରେ *୩୦୦ ଶବ୍ଦ* ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
- ପୁରୁଣା ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ୁଥିଲେ ୩୦୦ରୁ ଅଧିକ ଶବ୍ଦ ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
- ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।
ଆୟୋଜକ
ଅଶଂଗ୍ରହଣ କରିଥିବା ଉଇକିଆଳି
ଏହି ବଟନ୍ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।
ପ୍ରସଙ୍ଗ ଯୋଡ଼ନ୍ତୁ
- ନୂତନ ଭାବରେ ଗଢ଼ାଯାଇଥିବା ପ୍ରସଙ୍ଗରେ ଆଲୋଚନାରେ
{{ରଥଯାତ୍ରା ଗଣସମ୍ପାଦନା ୨୦୨୪|created=yes}}
ଏବଂ ଅଦ୍ୟତନ କରାଯାଇଥିବା ପ୍ରସଙ୍ଗର ଆଲୋଚନାରେ,{{ରଥଯାତ୍ରା ଗଣସମ୍ପାଦନା ୨୦୨୪}}
ଯୋଡ଼ିବାକୁ ଅନୁରୋଧ ।
ଫଳାଫଳ
ଗଣ-ସମ୍ପାଦନା ଶେଷରେ ଫଳାଫଳ ଯୋଡ଼ାଯିବ ।