Jump to content

ଉଇକିପିଡ଼ିଆ:ପରମ ବୀର ଚକ୍ର ଗଣସମ୍ପାଦନା/ଫଳାଫଳ

ଉଇକିପିଡ଼ିଆ‌ରୁ

ଏହି ଗଣ-ସମ୍ପାଦନାରେ ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାର ଉଇକିପିଡ଼ିଆଗୁଡ଼ିକ ଅଂଶଗ୍ରହଣ କରିବା ଏକ ସୁନ୍ଦର ଉପଲବ୍ଧି ଥିଲା । ଧାର୍ଯ୍ୟ ତାରିଖ ପୂର୍ବରୁ ଏହି ଗଣ-ସମ୍ପାଦନାର ଲକ୍ଷ୍ୟ ପୂରଣ ଆମର ଅନ୍ୟ ଏକ ଉପଲବ୍ଧି । ପ୍ରଚ୍ଛଦପଟରେ ସବୁବେଳେ ସକ୍ରିୟ ଥିବା ପରିଚାଳକ ଜ୍ଞାନ ରଞ୍ଜନ ସାହୁ ପ୍ରସଙ୍ଗ ଲେଖିବା ଓ ସର୍ବାଧିକ ୭ଟି ପ୍ରସଙ୍ଗ ଲେଖିବା ମଧ୍ୟ ଏକ ବଡ଼ ଉପଲବ୍ଧି ।

୨୦ ତାରିଖ ଯାଏଁ ଗଣ-ସମ୍ପାଦନାର ସମୟସୀମା ଥିଲେ ମଧ୍ୟ ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ୨୨ଟି ପ୍ରସଙ୍ଗ ଗଢ଼ା ସରିଥିଲା । ଜ୍ଞାନ ରଞ୍ଜନ ସାହୁ ୭ଟି, ଅଲିଭା ସାହୁ ଓ ସୌମେନ୍ଦ୍ର କୁମାର ସାହୁ ଉଭୟ ୬ଟି ଲେଖାଏଁ ଏବଂ ପ୍ରୀତିରଞ୍ଜନ ତ୍ରିପାଠୀ, ସୁଭାଶିଷ ପାଣିଗ୍ରାହୀ ଓ ସଂଗ୍ରାମ କେଶରୀ ସେନାପତି ଗୋଟିଏ ଲେଖାଏଁ ପ୍ରସଙ୍ଗ ଗଢ଼ିଥିଲେ ।

ଗଢ଼ାଯାଇଥିବା ପ୍ରସଙ୍ଗର ତାଲିକା

[ସମ୍ପାଦନା]
ବ୍ୟବହାରକାରୀ ଗଢ଼ାଯିବା ତାରିଖ ପ୍ରସଙ୍ଗ ନାମ
ଜ୍ଞାନରଞ୍ଜନ ସାହୁ ୧୭ ସେପ୍ଟେମ୍ବର ୨୦୨୩ ଯୋଗୀନ୍ଦର ସିଂହ
ଶୈତାନ ସିଂହ
ରାମସ୍ୱାମୀ ପରମଶ୍ୱେରନ
ହୋଶିଆର୍ ସିଂହ ଦହିଆ
୧୬ ସେପ୍ଟେମ୍ବର ୨୦୨୩ ଅରୁଣ ଖେତ୍ରପାଳ
ଆଲର୍ବଟ୍ ଏକ୍କା
୧୫ ସେପ୍ଟେମ୍ବର ୨୦୨୩ କରମ ସିଂହ
ସୌମେନ୍ଦ୍ର କୁମାର ସାହୁ ୧୭ ସେପ୍ଟେମ୍ବର ୨୦୨୩ ନିର୍ମଳଜୀତ ସିଂହ ଶେଖୋଁ
ସାବିତ୍ରୀ ଖାନୋଲକର
ଅବ୍ଦୁଲ ହମିଦ
୧୬ ସେପ୍ଟେମ୍ବର ୨୦୨୩ ଯଦୁନାଥ ସିଂହ
ମନୋଜ କୁମାର ପାଣ୍ଡେ
୧୫ ସେପ୍ଟେମ୍ବର ୨୦୨୩ ସୋମନାଥ ଶର୍ମା
ଅଲିଭା ସାହୁ ୧୭ ସେପ୍ଟେମ୍ବର ୨୦୨୩ ଗୁରୁବଚନ ସିଂହ ସଲାରିଆ
୧୬ ସେପ୍ଟେମ୍ବର ୨୦୨୩ ପିରୁ ସିଂହ
ସଞ୍ଜୟ କୁମାର
ଧନ ସିଂହ ଥାପା
୧୫ ସେପ୍ଟେମ୍ବର ୨୦୨୩ ରାମ ରାଘବ ରାଣେ
ବାନା ସିଂ
ପ୍ରୀତିରଞ୍ଜନ ତ୍ରିପାଠୀ ୧୫ ସେପ୍ଟେମ୍ବର ୨୦୨୩ ଯୋଗେନ୍ଦ୍ର ସିଂହ ଯାଦବ
ସୁଭାଶିଷ ପାଣିଗ୍ରାହୀ ୧୭ ସେପ୍ଟେମ୍ବର ୨୦୨୩ ଅର୍ଦଶିର ତାରାପୋର
ସଂଗ୍ରାମ କେଶରୀ ସେନାପତି ୧୫ ସେପ୍ଟେମ୍ବର ୨୦୨୩ ବିକ୍ରମ ବାତ୍ରା