ଉଇକିପିଡ଼ିଆ:ପରମ ବୀର ଚକ୍ର ଗଣସମ୍ପାଦନା/ଫଳାଫଳ
ଦେଖଣା

ଏହି ଗଣ-ସମ୍ପାଦନାରେ ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାର ଉଇକିପିଡ଼ିଆଗୁଡ଼ିକ ଅଂଶଗ୍ରହଣ କରିବା ଏକ ସୁନ୍ଦର ଉପଲବ୍ଧି ଥିଲା । ଧାର୍ଯ୍ୟ ତାରିଖ ପୂର୍ବରୁ ଏହି ଗଣ-ସମ୍ପାଦନାର ଲକ୍ଷ୍ୟ ପୂରଣ ଆମର ଅନ୍ୟ ଏକ ଉପଲବ୍ଧି । ପ୍ରଚ୍ଛଦପଟରେ ସବୁବେଳେ ସକ୍ରିୟ ଥିବା ପରିଚାଳକ ଜ୍ଞାନ ରଞ୍ଜନ ସାହୁ ପ୍ରସଙ୍ଗ ଲେଖିବା ଓ ସର୍ବାଧିକ ୭ଟି ପ୍ରସଙ୍ଗ ଲେଖିବା ମଧ୍ୟ ଏକ ବଡ଼ ଉପଲବ୍ଧି ।
୨୦ ତାରିଖ ଯାଏଁ ଗଣ-ସମ୍ପାଦନାର ସମୟସୀମା ଥିଲେ ମଧ୍ୟ ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ୨୨ଟି ପ୍ରସଙ୍ଗ ଗଢ଼ା ସରିଥିଲା । ଜ୍ଞାନ ରଞ୍ଜନ ସାହୁ ୭ଟି, ଅଲିଭା ସାହୁ ଓ ସୌମେନ୍ଦ୍ର କୁମାର ସାହୁ ଉଭୟ ୬ଟି ଲେଖାଏଁ ଏବଂ ପ୍ରୀତିରଞ୍ଜନ ତ୍ରିପାଠୀ, ସୁଭାଶିଷ ପାଣିଗ୍ରାହୀ ଓ ସଂଗ୍ରାମ କେଶରୀ ସେନାପତି ଗୋଟିଏ ଲେଖାଏଁ ପ୍ରସଙ୍ଗ ଗଢ଼ିଥିଲେ ।
ଗଢ଼ାଯାଇଥିବା ପ୍ରସଙ୍ଗର ତାଲିକା
[ସମ୍ପାଦନା]| ବ୍ୟବହାରକାରୀ | ଗଢ଼ାଯିବା ତାରିଖ | ପ୍ରସଙ୍ଗ ନାମ |
|---|---|---|
| ଜ୍ଞାନରଞ୍ଜନ ସାହୁ | ୧୭ ସେପ୍ଟେମ୍ବର ୨୦୨୩ | ଯୋଗୀନ୍ଦର ସିଂହ |
| ଶୈତାନ ସିଂହ | ||
| ରାମସ୍ୱାମୀ ପରମଶ୍ୱେରନ | ||
| ହୋଶିଆର୍ ସିଂହ ଦହିଆ | ||
| ୧୬ ସେପ୍ଟେମ୍ବର ୨୦୨୩ | ଅରୁଣ ଖେତ୍ରପାଳ | |
| ଆଲର୍ବଟ୍ ଏକ୍କା | ||
| ୧୫ ସେପ୍ଟେମ୍ବର ୨୦୨୩ | କରମ ସିଂହ | |
| ସୌମେନ୍ଦ୍ର କୁମାର ସାହୁ | ୧୭ ସେପ୍ଟେମ୍ବର ୨୦୨୩ | ନିର୍ମଳଜୀତ ସିଂହ ଶେଖୋଁ |
| ସାବିତ୍ରୀ ଖାନୋଲକର | ||
| ଅବ୍ଦୁଲ ହମିଦ | ||
| ୧୬ ସେପ୍ଟେମ୍ବର ୨୦୨୩ | ଯଦୁନାଥ ସିଂହ | |
| ମନୋଜ କୁମାର ପାଣ୍ଡେ | ||
| ୧୫ ସେପ୍ଟେମ୍ବର ୨୦୨୩ | ସୋମନାଥ ଶର୍ମା | |
| ଅଲିଭା ସାହୁ | ୧୭ ସେପ୍ଟେମ୍ବର ୨୦୨୩ | ଗୁରୁବଚନ ସିଂହ ସଲାରିଆ |
| ୧୬ ସେପ୍ଟେମ୍ବର ୨୦୨୩ | ପିରୁ ସିଂହ | |
| ସଞ୍ଜୟ କୁମାର | ||
| ଧନ ସିଂହ ଥାପା | ||
| ୧୫ ସେପ୍ଟେମ୍ବର ୨୦୨୩ | ରାମ ରାଘବ ରାଣେ | |
| ବାନା ସିଂ | ||
| ପ୍ରୀତିରଞ୍ଜନ ତ୍ରିପାଠୀ | ୧୫ ସେପ୍ଟେମ୍ବର ୨୦୨୩ | ଯୋଗେନ୍ଦ୍ର ସିଂହ ଯାଦବ |
| ସୁଭାଶିଷ ପାଣିଗ୍ରାହୀ | ୧୭ ସେପ୍ଟେମ୍ବର ୨୦୨୩ | ଅର୍ଦଶିର ତାରାପୋର |
| ସଂଗ୍ରାମ କେଶରୀ ସେନାପତି | ୧୫ ସେପ୍ଟେମ୍ବର ୨୦୨୩ | ବିକ୍ରମ ବାତ୍ରା |