ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ/୩

ଉଇକିପିଡ଼ିଆ‌ରୁ
ଏହି କର୍ମଶାଳାରେ ଭାଗନେଇଥିବା ଶିକ୍ଷକଗଣ
ଶିକ୍ଷକ ମାନେ ଡିଜିଟାଇଜ କରୁଥିବା ବହି"ଆମରି ଜାତିର ଆଗୁଆ ନେତା"

ଏହି କର୍ମଶାଳାଟି "କାର୍ଯ୍ୟକାରୀ ଦଳ"ର ସଦସ୍ୟମାନଙ୍କ ଅଭ୍ୟାସ ନିମନ୍ତେ ଏକ ଗଣ-ଲିଖନ କର୍ମଶାଳା । ସେପ୍ଟେମ୍ବର ୧୯ ତାରିଖରେ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା । ଏଥିରେ ଭାଗ ନେଇଥିବା ଶିକ୍ଷକମାନଙ୍କୁ ସେମାନେ ଆଗ କର୍ମଶାଳାରେ ଆରମ୍ଭ କରିଥିବା ପୃଷ୍ଠା ସହ ଅଧିକ ପୃଷ୍ଠା ଟାଇପ କରି ସେମାନଙ୍କୁ ଭଲ ଭାବେ ଟାଇପିଙ୍ଗ ଶିଖାଇବା ଉଦ୍ଦେଶ୍ୟରେ କରାଯାଇଥିଲା।

ପରିଚାଳନା[ସମ୍ପାଦନା]

  • ପ୍ରୀତିନନ୍ଦା ରାୟ - ପରିଚାଳକ
  • ସୁଭାସିସ ପାଣିଗାହି, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି

ଅଂଶଗ୍ରହଣ[ସମ୍ପାଦନା]

ନାମ (ଲେଖିଥିବା ପୃଷ୍ଠାର କ୍ରମାଙ୍କ)

  1. ପ୍ରୀତିନନ୍ଦା ରାୟ (ପରିଚାଳକ)(୨୧,୨୨,୨୩,୨୭,୩୦,୩୬,୪୩,୪୪)
  2. ମହତ ଶତପଥୀ(୨୦,୩୨,୩୩,୪୧,୪୯,୫୦)
  3. ଲୁସି ପ୍ରିୟଦର୍ଶନୀ ନାୟକ(୧୩,୧୭,୨୮,୩୯,୪୦)
  4. ସର୍ବେଶ୍ବର ବେହେରା(୧୯,୨୬,୩୪,୩୮,୪୭,୫୧)
  5. ଲୁସିନା ପ୍ରିୟଦର୍ଶିନୀ ରାଉତ(୧୬,୪୮)
  6. ଶାସ୍ୱତi ଜେନା(୧୮,୨୫,୩୧,୪୨,୪୫)
  7. ମାନସୀ ଚନ୍ଦ୍ର ନାୟକ(୨୪)
  8. ନୀଳିମା ସାମନ୍ତ(୧୪,୩୭)
  9. ଡ. ସାଗରିକା ପରିଡ଼ା(୧୫,୨୯,୩୫,୪୬,୫୩)

ବିବରଣୀ[ସମ୍ପାଦନା]

  • ଏଥିରେ ୯ ଜଣ ଶିକ୍ଷକ ଯୋଗଦେଇ ଆଗରୁ ବାକିଥିବା ପୃଷ୍ଠା ଓ ନୂଆ ପୃଷ୍ଠାମାନ ଟାଇପ କରିଥିଲେ ।
  • ଓଡ଼ିଆରେ ଟାଇପ କରିବାରେ ସହାୟତା ପାଇଁ ଏକ ମାନୁଆଲ ବଣ୍ଟାଯାଇଥିଲା ।

ବୈଷୟିକ ଅସୁବିଧା ଓ ସମାଧାନ[ସମ୍ପାଦନା]

  • କଲେଜ ଲ୍ୟାବରେ କେବଳ ଉଇଣ୍ଡୋଜ ଏକ୍ସପି ଥିବା ବେଳେ ଓଡ଼ିଆ ୱେବଫଣ୍ଟ କେବଳ ଇଣ୍ଟରଫେସ ପାଇଁ ଲୋଡ଼ ହୋଇ ସମ୍ପାଦନା ଘର ଭିତରେ ଲୋଡ଼ ହେଉନଥିଲା । ଏହା କୁ ସୁଧାରିବା ପାଇଁ ରିପୋର୍ଟ କରାଯାଇଥିବା ବଗ ସମାହିତ ହୋଇନାହିଁ ।
  • ଏଥି ସହିତ ଲ୍ୟାବର ସବୁ କମ୍ପୁଟରରେ ଲୋହିତ ଓଡ଼ିଆ ଫଣ୍ଟ ଇନଷ୍ଟଲ କରିବା ପାଇଁ ଲ୍ୟାବ କୋର୍ଡ଼ିନେଟରକରାଯାଇଥିବା ଅନୁରୋଧ ଏବେ ଯାଏ କାମ ହୋଇନାହିଁ । ତାଙ୍କୁ ଆଉଥରେ ମନେପକାଇଦିଆଯାଇଛି ।
  • ଶିକ୍ଷକମାନେ ଏଥିରେ ଏକକାଳୀନ ପାଖାପାଖି ୨ ଘଣ୍ଟା ଧରି ଲେଖିବା ହେତୁ ଶେଷ ଆଡ଼କୁ ଲେଖାରେ ଅନିଚ୍ଛା ପ୍ରକାଶ କରିଥିଲେ । ଆଗକୁ ଏହି ଭଳି କର୍ମଶାଳା ମଝିରେ କିଛି ସମୟ ପାଇଁ ବିରତି ଦେଇ ସେମାନଙ୍କ ଚିତ୍ତ ବିନୋଦନର ସୁବିଧା କରାଗଲେ ଭଲ ହେବ ବୋଲି ମତ ଆସିଥିଲା ।