ବ୍ୟବହାରକାରୀ:Preeti.roy

ଉଇକିପିଡ଼ିଆ‌ରୁ

କୁଟିଆ କନ୍ଧଙ୍କର ବିବାହ ପରମ୍ପରା[ସମ୍ପାଦନା]

ବସ‌ତି[ସମ୍ପାଦନା]

ଓଡିଶାର କଳାହାଣ୍ଡି ଜିଲ୍ଲାର ମଦନପୁର ରାମ‌ପୁର ବ୍ଲକର ଉର୍ଲ୍ଲାଦାନୀ ମୋହ‌ନ‌ଗିରି, ମାଣିକେରା ଗ୍ରାମ ପଞ୍ଚାୟତ ଓ ଲାଞ୍ଜିଗଡ ବ୍ଲକ, ଥୁ,ରାମ‌ପୁର ବ୍ଲକରେ ବଣପାହାଡ ଘାତି ଉପରେ ଅପ‌ହଞ୍ଚ ସ୍ଥାନରେ ବାସ କରନ୍ତି କୁଟିଆ କନ୍ଧ ଆଦିମ ଜନ‌ଜାତିର ଆଦିବାସୀ ମାନେ। ଏମାନେ ଆଧୁନିକ ସଭ୍ୟତାଠାରୁ ଦୂରେଇ ରହିବାଲାଗି ଘଞ୍ଚଜଙ୍ଗଲ ପାହାଡ ଉପରେ ଝରଣା ନିକଟରେ ବସ‌ତି ସ୍ଥାପନ କରିଥାନ୍ତି।

କୁଆଁରୀ କନ୍ୟା ର ସ୍ଥାନ[ସମ୍ପାଦନା]

ନିଆରା ବିବାହ ପରମ୍ପରା[ସମ୍ପାଦନା]