ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ପୁସ୍ତିକା/ପୃଷ୍ଠା୩
ପୃଷ୍ଠା ୧ | ପୃଷ୍ଠା ୨ | ପୃଷ୍ଠା ୩ | ପୃଷ୍ଠା ୪ | ପୃଷ୍ଠା ୫ | ପୃଷ୍ଠା ୬ | ପୃଷ୍ଠା ୭ | ପୃଷ୍ଠା ୮ | ପୃଷ୍ଠା ୯ | ପୃଷ୍ଠା ୧୦
ପୃଷ୍ଠା ୧ | ପୃଷ୍ଠା ୨ | ପୃଷ୍ଠା ୩ | ପୃଷ୍ଠା ୪ | ପୃଷ୍ଠା ୫ | ପୃଷ୍ଠା ୬
ଏହି ଉତ୍ସବର ସ୍ଥାନ, କାଳ ଓ ପାତ୍ରଗଣ:
୨୯ ମାର୍ଚ୍ଚ ୨୦୧୪ (ସକାଳ ୯.୩୦ ଘଟିକା - ଅପରାହ୍ଣ ୩.୪୫ ଘଟିକା)
ଜୟଦେବ ଭବନ, ଭୁବନେଶ୍ୱର
ମୁଖ୍ୟ ଅତିଥି: ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ
ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂରର ପ୍ରତିଷ୍ଠାତା ଓ ଓଡ଼ିଆ ଭାଷାବିଦ
ସମ୍ମାନୀତ ଅତିଥିଗଣ: ଡ. ଲେନିନ ମହାନ୍ତି
ସମ୍ପାଦକ, Odisha Review
ଶ୍ରୀଯୁକ୍ତ ସୁବ୍ରତ ପୃଷ୍ଟି
ଭାଷା ଗବେଷକ
ସମ୍ପଦ ମହାପାତ୍ର
ବରିଷ୍ଠ ସାମ୍ବାଦିକ
ପ୍ର. ଉଦୟନାଥ ସାହୁ
ଓଡ଼ିଆ ଉଇକିପିଡ଼ିଆକୁ ଗଢ଼ିତୋଳିଥିବା ସକ୍ରିୟତମ ସମ୍ପାଦକଗଣ: ଅଂଶୁମାନ ଗିରି / ଆଦିତ୍ୟ ମହାର / ଆଶୁତୋଷ କର / କମଳାକାନ୍ତ ନାୟକ / କୃପାସିନ୍ଧୁ ମୁଦୁଲି / ଗୋର୍ବାଚୋଭ ପୋଥାଳ / ଜ୍ଞାନରଞ୍ଜନ ସାହୁ / ଦୀପ୍ତିମାନ ପାଣିଗ୍ରାହୀ / ପ୍ରିତିରଞ୍ଜନ ତ୍ରିପାଠୀ / ମନୋଜ ସାହୁକାର / ମନୋରଞ୍ଜନ ବେହେରା / ମୃତ୍ୟୁଞ୍ଜୟ କର / ସତ୍ୟକାମ ଦାଶ / ଡ. ସୁବାସ ଚନ୍ଦ୍ର ରାଉତ / ଶୁଭାଷିସ ପାଣିଗ୍ରାହୀ / ଶୁଭ୍ରାଂଶୁ ଶେଖର ମିଶ୍ର / ସୁରଥ କୁମାର ପାଢ଼ୀ / ଶଶାଙ୍କ ଶେଖର ଦାସ / ଶିତିକଣ୍ଠ ଦାଶ / ଶୈଳେଶ ପଟ୍ଟନାୟକ / ଶ୍ରୀକାନ୍ତ କେଡ଼ିଆ