ଉଇକିପିଡ଼ିଆ:ଜନ୍ମତିଥି/୧୦/ପୁସ୍ତିକା/ପୃଷ୍ଠା୩

ଉଇକିପିଡ଼ିଆ‌ରୁ

ପୃଷ୍ଠା ୧  |  ପୃଷ୍ଠା ୨  |  ପୃଷ୍ଠା ୩  |  ପୃଷ୍ଠା ୪  |  ପୃଷ୍ଠା ୫  |  ପୃଷ୍ଠା ୬

ଏହି ଉତ୍ସବର ସ୍ଥାନ, କାଳ ଓ ପାତ୍ରଗଣ:

୨୮ ଜାନୁଆରୀ ୨୦୧୪ (ସକାଳ ୧୦ ଘଟିକା - ଅପରାହ୍ଣ ୪ ଘଟିକା)
କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ, ଭୁବନେଶ୍ୱର

ମୁଖ୍ୟ ଅତିଥି: ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ
                             ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂରର ପ୍ରତିଷ୍ଠାତା ଓ ଓଡ଼ିଆ ଭାଷାବିଦ
                             ଡ. ଗୌରହରି ଦାସ
                             ଓଡ଼ିଆ ସାହିତ୍ୟ ଏକାଡେମୀର ଅବାହକ ଓ ଭାଷାବିଦ

ସମ୍ମାନୀତ ଅତିଥିଗଣ: ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମହାନ୍ତି
                               ଚିଫ ଅପରେଟିଂ ଅଫିସର, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ, ଭୁବନେଶ୍ୱର
                             ଡ. ବ୍ରଜେନ୍ଦ୍ର ପ୍ରସାଦ ଦାସ
                               ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ପ୍ରାକ୍ତନ ଡାଇରେକ୍ଟର
                             ଶ୍ରୀଯୁକ୍ତ ସୁବ୍ରତ ପୃଷ୍ଟି
                               ଭାଷା ଗବେଷକ
                            ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା
                              ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ, ଭୁବନେଶ୍ୱରର ଛାତ୍ର ଓ ଶିକ୍ଷକଗଣ


୨୯ ଜାନୁଆରୀ ୨୦୧୪ (ସକାଳ ୧୦ ଘଟିକା-ଅପରାହ୍ଣ ୪ ଘଟିକା)
ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ

ମୁଖ୍ୟ ଅତିଥି: ଶ୍ରୀମତୀ ଉଷା ପାଢ଼ୀ
                  ମୁଖ୍ୟ ସଚିବ, ଗଣଶିକ୍ଷା ବିଭାଗ
ସମ୍ମାନୀତ ଅତିଥି: ଡଃ ମୃଣାଳ ଚାଟ୍ଟାର୍ଜୀ
                  ପ୍ରାଧ୍ୟାପକ ଓ ଶିକ୍ଷାମୁଖ୍ୟ, ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ
ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ଛାତ୍ର ଓ ଶିକ୍ଷକଗଣ
ଓଡ଼ିଆ ଉଇକିପିଡ଼ିଆକୁ ଗଢ଼ିତୋଳିଥିବା ସକ୍ରିୟତମ ସମ୍ପାଦକଗଣ: ଅଂଶୁମାନ ଗିରି / ଆଦିତ୍ୟ ମହାର / ଆଶୁତୋଷ କର / କମଳାକାନ୍ତ ନାୟକ / କୃପାସିନ୍ଧୁ ମୁଦୁଲି / ଗୋର୍ବାଚୋଭ ପୋଥାଳ / ଜ୍ଞାନରଞ୍ଜନ ସାହୁ / ଦୀପ୍ତିମାନ ପାଣିଗ୍ରାହୀ / ପ୍ରିତିରଞ୍ଜନ ତ୍ରିପାଠୀ / ମନୋଜ ସାହୁକାର / ମନୋରଞ୍ଜନ ବେହେରା / ମୃତ୍ୟୁଞ୍ଜୟ କର / ସତ୍ୟକାମ ଦାଶ / ଡ. ସୁବାସ ଚନ୍ଦ୍ର ରାଉତ / ସୁଭାସିସ ପାଣିଗାହି / ଶୁଭ୍ରାଂଶୁ ଶେଖର ମିଶ୍ର / ସୁରଥ କୁମାର ପାଢ଼ୀ‎ / ଶଶାଙ୍କ ଶେଖର ଦାସ / ଶିତିକଣ୍ଠ ଦାଶ / ଶୈଳେଶ ପଟ୍ଟନାୟକ / ଶ୍ରୀକାନ୍ତ କେଡ଼ିଆ