ଉଇକିପିଡ଼ିଆ:ଉଇକି ଟୁଙ୍ଗି ପୁରୀ/ସଜସରଞ୍ଜାମ
Appearance
ମୁଖ୍ୟ ପୃଷ୍ଠା | ଉଇକି କର୍ମଶାଳା/ମେଳଣ/ପର୍ବ | ସଦସ୍ୟ ମଣ୍ଡଳୀ | ଯୋଗାଯୋଗ | ଗ୍ୟାଲେରୀ | ସଜସରଞ୍ଜାମ |
ଉଇକିକଥା ପାଇଁ
[ସମ୍ପାଦନା]ଏହି ତଳଲିଖିତ ସାଇଟଗୁଡ଼ିକରୁ ଉଇକିକଥା ପାଇଁ ବିଭିନ୍ନ ଢଗଢମାଳି, ପ୍ରବଚନ ଓ ଲୋକବାଣୀ ଆଦି ପାଇହେବ ।
- ଚକ୍ରଧର ମହାପାତ୍ରନଙ୍କ୍କ ଲିଖିତ "ଉତ୍କଳ ଗାଉଁଲି ଗୀତ" ବହି
- ସିଦ୍ଧେଶ୍ୱର ମହାପାତ୍ରଙ୍କ "ପୁରୀ ବୋଲି" ବହି (ପୁରୀ ଓ ଆଖପାଖର ବିଭିନ୍ନ ଲୋକବାଣୀ)
- ପ୍ରସନ୍ନ କୁମାର ମିଶ୍ର ସଙ୍କଳିତ "ଓଡ଼ିଆ ଲୋକଗୀତ" ବହି (କେନ୍ଦ୍ର ସାହିତ୍ୟ ଅକାଦେମୀ, ପ୍ରଥମ ପ୍ରକାଶନ ୧୯୯୪, ପର ସଂସ୍କରଣ ୨୦୦୩)
- ଓଡ଼ିଆ ପ୍ରବାଦ ଓ ପ୍ରବଚନ ଓଡ଼ିଆ ଭାଷା ଓ ସାହିତ୍ୟ
- ଢଗଢମାଳି ଥିବା ଫେସବୁକ ପୃଷ୍ଠା
- ବିଭିନ୍ନ ବହିରୁ ସଂଗୃହୀତ ଢଗଢମାଳି (ବାଲେଶ୍ୱର ଜିଲ୍ଲାର କିଛି ଟିହାଇଁବା ଗୀତ)