ଉଇକିପିଡ଼ିଆ:ଉଇକି ଟୁଙ୍ଗି ପୁରୀ/ମେଳଣ

ଉଇକିପିଡ଼ିଆ‌ରୁ
ମୁଖ୍ୟ ପୃଷ୍ଠା ଉଇକି କର୍ମଶାଳା/ମେଳଣ/ପର୍ବ ସଦସ୍ୟ ମଣ୍ଡଳୀ ଯୋଗାଯୋଗ ଗ୍ୟାଲେରୀ  

ଉଇକି କର୍ମଶାଳା/ମେଳଣ/ପର୍ବ[ସମ୍ପାଦନା]

ଓଡିଆ ଉଇକିପିଡ଼ିଆ ପୁରୀ କର୍ମଶାଳା-୧ ପରିସମାପ୍ତି ପରର ଦୃଶ୍ୟ

ହୋଇଥିବା ଉଇକି କର୍ମଶାଳା[ସମ୍ପାଦନା]

  1. ଓଡିଆ ଉଇକିପିଡ଼ିଆର ପ୍ରଥମ କର୍ମଶାଳା ତା- ୨୦ ଡିସେମ୍ବର, ୨୦୧୫ ରିଖରେ ପୁରୀ ସ୍ଥିତ PICS ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫ ଜଣ ଉଇକିଆଳି ଯୋଗ ଦେଇଥିଲେ, ଯେଉଁଥିରୁ ୧୦ରୁ ଉର୍ଧ ଜଣ ଏବେ ମଧ୍ୟ ଉଇକିପିଡ଼ିଆରେ ସମ୍ପାଦନା କରୁଛନ୍ତି ।

ହେବାକୁ ଥିବା ଉଇକି କର୍ମଶାଳା/ମେଳଣ/ପର୍ବ[ସମ୍ପାଦନା]

  1. ଉଇକିପିଡ଼ିଆର ୧୫ତମ ଜନ୍ମଦିନ ତା- ୧୭ ଜାନୁଆରି ୨୦୧୬ ରିଖରେ ପୁରୀ ଠାରେ ଆୟୋଜନ । ଏହା ବିଷୟରେ ଆଲୋଚନା ସଭାରେ ଏହି ଲିଙ୍କ୍ କୁ ଯାଇ ମତ ଦେଇ ପାରିବେ ।

ଟୁଙ୍ଗୀ ମେଳଣ[ସମ୍ପାଦନା]

  1. ସପ୍ତାହିକ ମେଳଣ - ଏଠାରେ ପୁରୀର ପୁରୁଣା ଉଇକିଆଳିଙ୍କର ଉଇକିପିଡ଼ିଆ ଜନିତ ସମସ୍ତ ସମସ୍ୟା ସମ୍ପର୍କରେ ଅଲୋଚନା କାରାଯାଏ ।
  2. ମାସିକ ମେଳଣ - ଏଠାରେ ପୁରୀର ପୁରୁଣା ଉଇକିଆଳିଙ୍କର ଉଇକିପିଡ଼ିଆ ଜନିତ ସମସ୍ତ ସମସ୍ୟା ସମ୍ପର୍କରେ ଅଲୋଚନା କାରାଯାଏ । ଏହା ସହିତ ପରବର୍ତ୍ତୀ ମାସର କାର୍ଯ୍ୟପନ୍ଥା ମଧ୍ୟ ଏଠାରେ ସ୍ଥିର କରାଯାଏ ।
  3. ପ୍ରଶିକ୍ଷଣ ଶିବିର - ଏଠାରେ ଟୁଙ୍ଗୀର ନୁଆ ଏବଂ ପୁରୁଣା ଉଇକିଆଳିଙ୍କୁ ପ୍ରଶିକ୍ଷଣ ଦିଆଯାଏ ।