ଉଇକିପିଡ଼ିଆ:ଉଇକିଶିଖା/ଅକ୍ଟୋବର ୨୦୧୬/ବିଶେଷ ପୃଷ୍ଠା

ଉଇକିପିଡ଼ିଆ‌ରୁ
ସ୍ଵାଗତ ସମ୍ପାଦକୀୟ ବିଶେଷ ପୃଷ୍ଠା ବିଶିଷ୍ଟ ବ୍ୟକ୍ତିତ୍ୱ ଓଡ଼ିଆ ଉଇକିପିଡ଼ିଆର ଇତିହାସ କାର୍ଯ୍ୟକ୍ରମ ଓ ଫଳାଫଳ ବଛା କାର୍ଯ୍ୟ ପ୍ରଶଂସନୀୟ ଅବଦାନ ଫଟୋ ଫିଚର ପାଠକୀୟ ମତାମତ  


୨ ତାରିଖ (ରବିବାର)
ଆଶ୍ଵିନ ୧୭, ଶୁକ୍ଳପକ୍ଷ ପ୍ରତିପଦ ମଳ ଚିତ୍ରା କନ୍ୟା
ଶାସ୍ତ୍ରୀ ଜୟନ୍ତୀ
ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମତିଥି ।(ଅଧିକ ଜାଣନ୍ତୁ: ଲାଲ ବାହାଦୂର ଶାସ୍ତ୍ରୀ)
ଗାନ୍ଧୀ ଜୟନ୍ତୀ
ଜାତିର ଜନକ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜନ୍ମତିଥି ।(ଅଧିକ ଜାଣନ୍ତୁ: ମହାତ୍ମା ଗାନ୍ଧୀ)
୧୧ ତାରିଖ (ମଙ୍ଗଳବାର)
ଆଶ୍ଵିନ ୨୬, ଶୁକ୍ଳପକ୍ଷ ଦଶମୀ ଶ୍ରବଣା ମକର
ଦଶହରା/ ବିଜୟା ଦଶମୀ
ଦେବୀ ଦୁର୍ଗାଙ୍କର ଦଶମୀ ପୂଜା ।(ଅଧିକ ଜାଣନ୍ତୁ: ଦଶହରା)
୧୨ ତାରିଖ (ବୁଧବାର)
ଆଶ୍ଵିନ ୨୭, ଶୁକ୍ଳପକ୍ଷ ଏକାଦଶୀ ଧନିଷ୍ଠା ମକର
ମହରମ
ମହମ୍ମଦଙ୍କ ନାତି ହୁସେନ୍ ଇବ୍‌ନ୍ ଅଲିଙ୍କ ପୁଣ୍ୟତିଥି ।(ଅଧିକ ଜାଣନ୍ତୁ: ମହରମ)
୧୫ ତାରିଖ (ଶନିବାର)
ଆଶ୍ଵିନ ୩୦, ପୂର୍ଣ୍ଣିମା, ଚତୁର୍ଦ୍ଦଶୀ ଉତ୍ତରଭାଦ୍ର ମୀନ
କୁମାର ପୂର୍ଣ୍ଣିମା
କାର୍ତ୍ତିକେୟଙ୍କ ଭଳି ସୁନ୍ଦର ପତି ପାଇବା ପାଇଁ କୁମାରୀମାନେ ପାଳନ କରୁଥିବା ପର୍ବ ।(ଅଧିକ ଜାଣନ୍ତୁ: କୁମାର ପୂର୍ଣ୍ଣିମା)
୧୭ ତାରିଖ (ରବିବାର)
କାର୍ତ୍ତିକ ୧, କୃଷ୍ଣପକ୍ଷ, ପ୍ରତିପଦ ଦ୍ଵିତୀୟା ଅଶ୍ଵିନୀ ମେଷ
ଗର୍ଭଣା ସଂକ୍ରାନ୍ତି
କାର୍ତ୍ତିକ ମାସର ପ୍ରଥମ ଦିନ ।(ଅଧିକ ଜାଣନ୍ତୁ: ଗର୍ଭଣା ସଂକ୍ରାନ୍ତି)


୯ ତାରିଖ (ବୁଧବାର)
କାର୍ତ୍ତିକ ୨୪, ଶୁକ୍ଳପକ୍ଷ ନବମୀ, ଶତଭିଷା କୁମ୍ଭ
ଅଁଳା ନବମୀ
ଏହି ଦିନ ଶ୍ରୀରାଧା ପାଦ ଦର୍ଶନ କରାଯାଏ ।(ଅଧିକ ଜାଣନ୍ତୁ: ଅଁଳା ନବମୀ)
୧୩ ତାରିଖ (ରବିବାର)
କାର୍ତ୍ତିକ ୨୮, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅଶ୍ଵିନୀ ମେଷ
ବଡ଼ ଓଷା
ଏହି ଦିନ ପାତାଳଫୁଟା ମହାଦେବଙ୍କ ପୂଜା କରାଯାଏ ।(ଅଧିକ ଜାଣନ୍ତୁ: ବଡ଼ ଓଷା)
୧୪ ତାରିଖ (ସୋମବାର)
କାର୍ତ୍ତିକ ୨୯, ପୂର୍ଣ୍ଣିମା ଦ୍ଵିଜା ମେଷ
ବାଲିଯାତ୍ରା
କଟକରେ ଏହି ଯାତ୍ରା ପାଳନ କରାଯାଏ ।(ଅଧିକ ଜାଣନ୍ତୁ: ବାଲିଯାତ୍ରା)
ଶିଶୁ ଦିବସ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ।(ଅଧିକ ଜାଣନ୍ତୁ: ଶିଶୁ ଦିବସ)
୨୧ ତାରିଖ (ସୋମବାର)
ମାର୍ଗଶୀର ୬, କୃଷ୍ଣପକ୍ଷ ଅଷ୍ଟମୀ, ମଘା ସିଂହ
ପ୍ରଥମାଷ୍ଟମୀ
ଜ୍ୟେଷ୍ଠ ସନ୍ତାନକୁ ଏହି ପର୍ବ ଉତ୍ସର୍ଗୀକୃତ ।(ଅଧିକ ଜାଣନ୍ତୁ: ପ୍ରଥମାଷ୍ଟମୀ)


୧୨ ତାରିଖ (ସୋମବାର)
ମାର୍ଗଶୀର ୨୭, ଶୁକ୍ଳପକ୍ଷ ତ୍ରୟୋଦଶୀ, କୃତ୍ତିକା ମେଷ
ଗୀତା ଜୟନ୍ତୀ
ଏହି ଦିନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତା ଜ୍ଞାନ ଦେଇଥିଲେ ।(ଅଧିକ ଜାଣନ୍ତୁ: ଗୀତା ଜୟନ୍ତୀ)
୧୩ ତାରିଖ (ମଙ୍ଗଳବାର)
ମାର୍ଗଶୀର ୨୮, ପୂର୍ଣ୍ଣିମା, ଚତୁର୍ଦ୍ଦଶୀ ରୋହିଣୀ ବୃଷ
ମହମ୍ମଦ ଜୟନ୍ତୀ
ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ।(ଅଧିକ ଜାଣନ୍ତୁ: ମହମ୍ମଦ ଜୟନ୍ତୀ)
୧୫ ତାରିଖ (ଗୁରୁବାର)
ପୌଷ ୧, କୃଷ୍ଣପକ୍ଷ ଦ୍ଵିତୀୟା, ଆର୍ଦ୍ରା ମିଥୁନ
ଧନୁ ସଂକ୍ରାନ୍ତି
ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି ।(ଅଧିକ ଜାଣନ୍ତୁ: ଧନୁ ସଂକ୍ରାନ୍ତି)
୨୫ ତାରିଖ (ରବିବାର)
ପୌଷ ୧୧, କୃଷ୍ଣପକ୍ଷ ଦ୍ଵାଦଶୀ, ବିଶାଖା ତୁଳା
ଧନୁ ସଂକ୍ରାନ୍ତି
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ।(ଅଧିକ ଜାଣନ୍ତୁ: ବଡ଼ ଦିନ)