ଇଲୋପ୍ରୋଷ୍ଟ

ଉଇକିପିଡ଼ିଆ‌ରୁ
ଇଲୋପ୍ରୋଷ୍ଟ
Clinical data
Trade namesVentavis, Ilomedine, others
AHFS/Drugs.commonograph
MedlinePlusa612032
data
Routes of
administration
Inhaled; Intravenous
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
BioavailabilityUnclear
Metabolismβ-oxidation
Elimination half-life20–30 minutes
Identifiers
  • 5-{(E)-(1S,5S,6R,7R)-7-hydroxy-6[(E)-(3S,4RS)-3-hydroxy-4-methyl-1-octen-6-inyl]-bicyclo[3.3.0]octan-3-ylidene}pentanoic acid
ECHA InfoCard100.163.887 Edit this at Wikidata
Chemical and physical data
FormulaC22H32O4
Molar mass୩୬୦.୪୯ g·mol−1
3D model (JSmol)
  • CC#CCC(C)[C@@H](/C=C/[C@H]1[C@@H](C[C@H]2[C@@H]1C/C(=C/CCCC(=O)O)/C2)O)O
  • InChI=1S/C22H32O4/c1-3-4-7-15(2)20(23)11-10-18-19-13-16(8-5-6-9-22(25)26)12-17(19)14-21(18)24/h8,10-11,15,17-21,23-24H,5-7,9,12-14H2,1-2H3,(H,25,26)/b11-10+,16-8+/t15?,17-,18+,19-,20+,21+/m0/s1 ☒N
  • Key:HIFJCPQKFCZDDL-ACWOEMLNSA-N ☒N
  (verify)

ଇଲୋପ୍ରୋଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନମ ଭେଣ୍ଟାଭିସ, ହେଉଛି ଏକ ଔଷଧ ଯାହା ଫୁସଫୁସ ଉଚ୍ଚ ରକ୍ତଚାପ (PAH), ରେନ‌ଡ ସିଣ୍ଡ୍ରୋମ ଏବଂ କ୍ରନିକ୍ ଅଙ୍ଗ ଇସକେମିଆର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ତୁଷାରକ୍ଷତ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପ୍ରଶ୍ୱାସରେ କିମ୍ବା ଶିରାରେ ଇଞ୍ଜେକସନ ଆକରରେ ଦିଆପାରେ ।[୨]

ପ୍ରଶ୍ୱାସପ୍ରାପ୍ତ ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଦେହ ଲାଲ ପଡ଼ିବା, ରକ୍ତସ୍ରାବ, ଛାତି ଯନ୍ତ୍ରଣା, ଅଇ, କାଶ ଏବଂ ଫୁଲା ହୋଇପାରେ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଓ ସ୍ୱଳ୍ପ ପ୍ରାଟେଲାଟ ହୋଇପାରେ ।[୨] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, କିନ୍ତୁ ଏହାର ଉପକାର ଦେଖି ବ୍ୟବହାରକୁ ଯଥାର୍ଥ ବ୍ୟବ‌ହାର କରାଯାଇପାରେ ।[୫] ଏହା ପ୍ରୋଷ୍ଟାସାଇକ୍ଲିନ୍ର ଏକ ଉତ୍ପାଦିତ ଆକାର ଯାହା ରକ୍ତ ନଳୀଗୁଡିକୁ ବିସ୍ତାର କରିଥାଏ ।[୧] [୪]

ଇଲୋପ୍ରୋଷ୍ଟ ୨୦୦୩ ମସିହାରେ ୟୁରୋପରେ ଏବଂ ୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[୪] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୫୦ ମାଇକ୍ରୋଗ୍ରାମ୍ ଇଞ୍ଜେକ୍ସନ୍ ପାଇଁ ମୂଲ୍ୟ ପାଉଣ୍ଡ ଥିବାବେଳେ ୧୦ ମାଇକ୍ରୋଗ୍ରାମ୍ ପ୍ରଶ୍ୱାସ ଆକାର ପାଇଁ ୨୦୨୧ ସୁଦ୍ଧା ପ୍ରାୟ ୧୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ [୨] ଯୁକ୍ତରାଷ୍ଟ୍ରରେ ପ୍ରଶ୍ୱାସ ଆକାରର ମୂଲ୍ୟ ୧୪୦ ଡଲାର ଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Iloprost Monograph for Professionals". Drugs.com (in ଇଂରାଜୀ). Archived from the original on 27 April 2021. Retrieved 25 November 2021.
  2. ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021. BMJ Group and the Pharmaceutical Press. 2021. p. 200. ISBN 978-0857114105.
  3. Kaller, M (October 2017). "BET 2: Treatment of frostbite with iloprost". Emergency medicine journal : EMJ. 34 (10): 689–690. doi:10.1136/emermed-2017-207129.2. PMID 28963381.
  4. ୪.୦ ୪.୧ ୪.୨ "Ventavis". Archived from the original on 12 November 2020. Retrieved 25 November 2021.
  5. "Iloprost (Ventavis) Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 25 November 2021.
  6. "Ventavis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 25 November 2021.