Jump to content

ଇଭୋଲୋକୁମାବ

ଉଇକିପିଡ଼ିଆ‌ରୁ
ଇଭୋଲୋକୁମାବ
Monoclonal antibody
TypeWhole antibody
SourceHuman
TargetPCSK9
Clinical data
Trade namesRepatha
SynonymsAMG-145[]
AHFS/Drugs.commonograph
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    Subcutaneous
    Legal status
    Legal status
    • US: []
    • ℞ (Prescription only)
    Chemical and physical data
    FormulaC6242H9648N1668O1996S56
    Molar mass୧,୪୧,୭୯୦.୮୯ g·mol−1

    ଇଭୋଲୋକୁମାବ, ଏକ ବେପାର ନାମ ରେଭାଥା, ହେଉଛି ଏକ ଔଷଧ ଯାହା ଅସ୍ୱାଭାବିକ ଲିପିଡର ଚିକିତ୍ସା ଏବଂ ହୃଦରକ୍ତନାଳୀ ରୋଗକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[] ଷ୍ଟାଟିନ ଅପେକ୍ଷା ଏହା କମ୍ ପସନ୍ଦ କରାଯାଏ ।[] ଏହା ପ୍ରତି ୨ ସପ୍ତାହରେ କିମ୍ବା ମାସରେ ଥରେ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରୁ ପ୍ରବାହ, ଉପର ଶ୍ୱାସକ୍ରିୟା ସଂକ୍ରମଣ, ପିଠି ଯନ୍ତ୍ରଣା ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋପ୍ରୋଟିନ୍ କନଭର୍ଟେଜ ସବ୍ଟିଲାଇସିନ/କେକ୍ସିନ୍ ପ୍ରକାର ୯ (PCSK9) ସ‌ହିତ ସଂଲଗ୍ନ ହୁଏ ଏବଂ ଅବରୋଧ କରେ ।[]

    ୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇଭୋଲୋକୁମାବକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି 4 ସପ୍ତାହରେ ଏହାର ମୂଲ୍ୟ ୩୪୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୭୦ ଡଲାର ଅଟେ ।[]

    1. Sheridan C (December 2013). "Phase 3 data for PCSK9 inhibitor wows". Nature Biotechnology. 31 (12): 1057–8. doi:10.1038/nbt1213-1057. PMID 24316621. S2CID 34214247.
    2. "Repatha- evolocumab injection, solution Repatha- evolocumab kit". DailyMed. 6 May 2020. Archived from the original on 22 October 2020. Retrieved 20 October 2020.
    3. 1 2 3 4 5 6 "Evolocumab Monograph for Professionals". Drugs.com (in ଇଂରାଜୀ). Archived from the original on 27 October 2020. Retrieved 17 December 2021.
    4. 1 2 3 "Repatha". Archived from the original on 19 October 2021. Retrieved 17 December 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 222. ISBN 978-0857114105.
    6. "Evolocumab Prices, Coupons & Savings Tips - GoodRx". GoodRx. Archived from the original on 7 May 2016. Retrieved 17 December 2021.