ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ
Jump to navigation
Jump to search
Indira Gandhi Institute of Technology | |
---|---|
ଫାଇଲ:IGIT Sarang Logo.jpg | |
ପ୍ରତିଷ୍ଠା | 1982 |
ପ୍ରକାର | State Technical Institute |
ନିର୍ଦ୍ଦେଶକ | Dr. Satyabrata Mohanta |
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | 203 |
ଛାତ୍ର ଛାତ୍ରୀ ସଂଖ୍ୟା | 3,006 |
ତଳସ୍ନାତକ | 2,680 |
ସ୍ନାତକୋତ୍ତର | 120 |
ଅବସ୍ଥାନ | Sarang, Odisha, India 20°58′03″N 85°16′39″E / 20.967476°N 85.277494°ECoordinates: 20°58′03″N 85°16′39″E / 20.967476°N 85.277494°E |
ପରିସର | suburban |
ଅନୁବନ୍ଧନ | BPUT and SCTE & VT[ଆଧାର ଲୋଡ଼ା] |
ୱେବସାଇଟ | www.igitsarang.ac.in |
ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ, ଓଡ଼ିଶାର ଏକ ସ୍ୱୟଂଶାସିତ ବୈଷୟିକ ମହାବିଦ୍ୟାଳୟ । ଏହା ଢ଼େଙ୍କାନାଳ ଜିଲ୍ଲାର ସରାଙ୍ଗ ନିକଟରେ ଅବସ୍ଥିତ । ପ୍ରକୃତିର ଗର୍ଭରେ ଅବସ୍ଥିତ ଏହି ମହାବିଦ୍ୟାଳୟ ଅନୁଗୋଳର ତାଳଚେର Bus-stand ଠାରୁ ମାତ୍ର ୧୫ କିମି ଦୁରରେ ଏବଂ ଢ଼େଙ୍କାନାଳର କାମାକ୍ଷାନଗରରୁ ୩୫ କିମି ଦୁରରେ ଅବସ୍ଥିତ ।