ଇନସୁଲିନ ଗ୍ଲାର୍ଜିନ
Clinical data | |
---|---|
Trade names | Lantus, Toujeo, Abasaglar, Basaglar, other |
AHFS/Drugs.com | monograph |
MedlinePlus | a600027 |
data | |
Pregnancy category |
|
Routes of administration | Subcutaneous |
ATC code | |
Legal status | |
Legal status | |
Identifiers | |
| |
CAS Number | |
IUPHAR/BPS | |
DrugBank | |
ChemSpider |
|
UNII | |
KEGG | |
ECHA InfoCard | 100.241.126 |
Chemical and physical data | |
Formula | C267H404N72O78S6 |
Molar mass | 6063 g/mol |
(what is this?) (verify) |
ଇନସୁଲିନ ଗ୍ଲାର୍ଜିନ (ଇଂରାଜୀ ଭାଷାରେ Insulin glargine, ଏକ ବ୍ୟବସାୟୀକ ନାମ ଲାଣ୍ଟସ) ଏକ ଦୀର୍ଘ-କାର୍ଯ୍ୟକାରୀ ଇନସୁଲିନ (insulin) ଯାହା ଉଭୟ ଟାଇପ ୧ ଓ ଟାଇପ ୨ ମଧୁମେହ ରୋଗର ଚିକିତ୍ସାରେ ଦିଆଯାଏ ।[୧] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧ ଦେବାକୁ ଉପଦେଶ ଦିଆଯାଏନାହିଁ ।[୨] ଚର୍ମତଳ ଇଞ୍ଜେକସନ (injection just under the skin) ଆକାରରେ ଏହା ଦିନକୁ ଥରେ ଦିଆଯାଏ ।[୧] ଇଞ୍ଜେକସନ ଦେବାର ଏକ ଘଣ୍ଟା ପରେ ଏହାର ପ୍ରଭାବ ଆରମ୍ଭ ହୁଏ । [୧]
ଇନସୁଲିନ ଗ୍ଲାର୍ଜିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା (low blood sugar), ଇଞ୍ଜେକସନ ଦେବା ସ୍ଥାନରେ ସମସ୍ୟା, ଗଲୁ ଓ ଓଜନ ବୃଦ୍ଧି ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ପୋଟାସିଅମ (low blood potassium) କମିଯାଏ ।[୧] ଗର୍ଭାବସ୍ଥାରେ ଇନସୁଲିନ ଗ୍ଲାର୍ଜିନ ଅପେକ୍ଷା ଏନପିଏଚ ଇନସୁଲିନ (NPH insulin) ଅଧିକ ପସନ୍ଦ କରାଯାଏ । [୨] ଇଞ୍ଜେକସନ ଦେବାପରେ ମାଇକ୍ରୋକ୍ରିସ୍ଟାଲ (microcrystal) ୨୪ ଘଣ୍ଟା ଧରି ଧୀରେ ନିର୍ଗତ ହୁଏ । [୧] ରକ୍ତରେ ଥିବା ଶର୍କରାକୁ (glucose) ଏହି ଔଷଧ ଅବଶୋଷଣ କରି ଯକୃତରୁ ଶର୍କରା ପ୍ରସ୍ତୁତି କମେଇଦିଏ । [୧]
ସନ ୨୦୦୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଇନସୁଲିନ ଗ୍ଲାର୍ଜିନ ସ୍ୱୀକୃତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ୧୦୦ ୟୁନିଟ ହୋଲସେଲ ମୂଲ୍ୟ ୨୬ଡଲାର ଥିଲା । [୩] ଏହି ସମୟରେ ସଂଯୁକ୍ତ ରାଷ୍ଟ୍ରରେ ଏହାର ମୁଲ୍ୟ ୨.୩୫ ପାଉଣ୍ଡ ଥିଲା ।[୨] ସନ ୨୦୧୬ରେ ଏହାର ୨୬ ନିୟୁତ ପ୍ରେସକ୍ରିପସନ ହୋଇ ୨୨ତମ ସର୍ବାଧିକ ପ୍ରେସକ୍ରିପସନ ହେବାର ମାନ୍ୟତା ପାଇଥିଲା । [୪]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Insulin Glargine Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 701. ISBN 9780857113382.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.