Jump to content

ଇକ୍ସାବେପିଲୋନ

ଉଇକିପିଡ଼ିଆ‌ରୁ
ଇକ୍ସାବେପିଲୋନ
Clinical data
Trade namesIxempra
SynonymsAzaepothilone B,[] BMS-247550
AHFS/Drugs.commonograph
MedlinePlusa608042
data
Pregnancy
category
  • US: D (Evidence of risk)
    Routes of
    administration
    Intravenous infusion
    Legal status
    Legal status
    Pharmacokinetic data
    BioavailabilityN/A
    Protein binding67 to 77%
    MetabolismExtensive, hepatic, CYP3A4-mediated
    Elimination half-life52 hours
    ExcretionFecal (mostly) and renal
    Identifiers
    • (1R,5S,6S,7R,10S,14S,16S)-6,10-dihydroxy-1,5,7,
      9,9-pentamethyl-14-[(E)-1-(2-methyl-1,3-thiazol-
      4-yl)prop-1-en-2-yl]-17-oxa-13-azabicyclo[14.1.0]
      heptadecane-8,12-dione
    ECHA InfoCard100.158.736 Edit this at Wikidata
    Chemical and physical data
    FormulaC27H42N2O5S
    Molar mass୫୦୬.୭0 g·mol−1
    3D model (JSmol)
    • Cc3nc(/C=C(\C)[C@@H]1C[C@@H]2O[C@]2(C)CCC[C@H](C)[C@H](O)[C@@H](C)C(=O)C(C)(C)[C@@H](O)CC(=O)N1)cs3
    • InChI=1S/C27H42N2O5S/c1-15-9-8-10-27(7)22(34-27)12-20(16(2)11-19-14-35-18(4)28-19)29-23(31)13-21(30)26(5,6)25(33)17(3)24(15)32/h11,14-15,17,20-22,24,30,32H,8-10,12-13H2,1-7H3,(H,29,31)/b16-11+/t15-,17+,20-,21-,22-,24-,27+/m0/s1 checkY
    • Key:FABUFPQFXZVHFB-PVYNADRNSA-N checkY
      (verify)

    ଇକ୍ସାବେପିଲୋନ (ଇଂରାଜୀ ଭାଷାରେ Ixabepilone), ଯାହାକୁ ଆଜାଇପୋଥିଲୋନ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ନିଉରୋପାଥି, ଥକାପଣ, ମାଂସପେଶୀ ଯନ୍ତ୍ରଣା, କେଶହାନୀ, ଅଇ, ପାଟିରେ ପ୍ରଦାହ, ତରଲ ଝାଡ଼ା ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ହୃଦ୍‌ଘାତ ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ଅନ୍ତର୍ଭୁକ୍ତ ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଏ ।[] ଏହା ଏକ ଇପୋଥିଲୋନ୍ ଏବଂ ମାଇକ୍ରୋଟ୍ୟୁବୁଲ୍ ଇନହିବିଟର ।[]

    ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଇକ୍ସାବେପିଲୋନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୪୫ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୫୨୦୦ ଡଲାର୍ ଥିଲା ।[] ଏହା ଇକ୍ସେମ୍ପ୍ରା (Ixempra) ନାମରେ ବିକ୍ରି ହୁଏ ।[]

    1. 1 2 Mandhare, A; Biradar, S; Gurule, A (August 2016). "Azaepothilone B and its derivatives: a patent review". Expert opinion on therapeutic patents. 26 (8): 891–905. doi:10.1080/13543776.2016.1199688. PMID 27282355.
    2. 1 2 3 4 5 6 "Ixabepilone Monograph for Professionals". Drugs.com (in ଇଂରାଜୀ). Archived from the original on 25 July 2021. Retrieved 26 November 2021.
    3. 1 2 3 4 "DailyMed - IXEMPRA- ixabepilone kit". dailymed.nlm.nih.gov. Archived from the original on 22 April 2021. Retrieved 1 December 2021.
    4. "Ixempra Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 January 2021. Retrieved 1 December 2021.