ଆଲୋଚନା:ସମ୍ବଲପୁରୀ ଭାଷା

Page contents not supported in other languages.
ଉଇକିପିଡ଼ିଆ‌ରୁ

ନୂଆ ନାମ[ସମ୍ପାଦନା]

ଅଧିକ ପ୍ରଚଳିତ ନାମ ହିଁ ବ୍ୟବହାର ହୁଏ ଉଇକିପିଡ଼ିଆରେ, ଏଣୁ ଏହାକୁ ସମ୍ବଲପୁରୀ ନାମକୁ ଘୁଞ୍ଚାଯଉ । ଇଂରାଜୀ ଉଇକିରେ ବି ସମ୍ବଲପୁରୀ ଅଛି । କୋଶଳୀକୁ ପ୍ରାୟତଃ ଆୱାଧି ଭାଷାର ଅନ୍ୟନାମ ଭାବେ ବ୍ୟବହାର କରାଯାଏ (ଅଧିକ ପଢନ୍ତୁ: w:en:Awadhi language)--ଶିତିକଣ୍ଠ (ଆଲୋଚନା) ୦୭:୩୩, ୧୯ ଜୁନ ୨୦୨୦ (IST)[reply]

 ସମର୍ଥନ ତା ସହିତ ଲେଖାଟି ଅତି ନିମ୍ନମାନର ଏବଂ ତାହାକୁ ଉଇକିପିଡ଼ିଆ:ଲିଖନଶୈଳୀ ଅନୁସାରେ ସୁଧାରିବାକୁ ହେବ । ଏଠାରେ ଆଲୋଚନାକୁ ସପ୍ତାହେ ଅର୍ଥାତ ୨୬ ତାରିଖ ଯାଏ ରଖି ୨୭ ତାରିଖ ଦିନ ଆଲୋଚନା ଆଧାରରେ ରଖାଯିବ/ବଦଳାଯିବ । --ସୁଭ (ଆଳାପ) ୧୩:୪୧, ୧୯ ଜୁନ ୨୦୨୦ (IST)[reply]
 Done ପ୍ରସ୍ତାବ ଅନୁସାରେ 'ସମ୍ବଲପୁରୀ ଭାଷା' ନାମକୁ ଘୁଞ୍ଚାଗଲା । --MKar (ମୋ ଆଲୋଚନା) ୧୨:୩୬, ୨ ଜୁଲାଇ ୨୦୨୦ (IST)[reply]