ଆଲୋଚନା:ସମ୍ବଲପୁରୀ କଥାଚିତ୍ର
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୫ ବର୍ଷ ପୂର୍ବେ by MKar in topic କୋଶଳୀ ଚଳଚ୍ଚିତ୍ର -> ସମ୍ବଲପୁରୀ ଚଳଚ୍ଚିତ୍ର
କୋଶଳୀ ଚଳଚ୍ଚିତ୍ର -> ସମ୍ବଲପୁରୀ ଚଳଚ୍ଚିତ୍ର
[ସମ୍ପାଦନା]କୋଶଳୀ ଚଳଚ୍ଚିତ୍ର → ସମ୍ବଲପୁରୀ କଥାଚିତ୍ର – ସମ୍ବଲପୁରୀ ଭାଷା ଯେହେତୁ ପ୍ରଚଳିତ ଶବ୍ଦ, ଚଳଚ୍ଚିତ୍ର ଜଗତକୁବି ସମ୍ବଲପୁରୀ ଚଳଚ୍ଚିତ୍ର କିମ୍ବା ସମ୍ବଲପୁରୀ କଥାଚିତ୍ରକୁ ଘୁଞ୍ଚାଯାଉ ।--ଶିତିକଣ୍ଠ (ଆଲୋଚନା) ୧୭:୦୯, ୬ ଅଗଷ୍ଟ ୨୦୨୦ (IST)
ସମର୍ଥନ -ProudOdia (ମୋ ଆଲୋଚନା) ୨୨:୩୭, ୬ ଅଗଷ୍ଟ ୨୦୨୦ (IST)
Done ପ୍ରସ୍ତାବ ଅନୁସାରେ 'ସମ୍ବଲପୁରୀ କଥାଚିତ୍ର' ନାମକୁ ଘୁଞ୍ଚାଗଲା । --MKar (ମୋ ଆଲୋଚନା) ୦୧:୨୧, ୧୪ ଅଗଷ୍ଟ ୨୦୨୦ (IST)