ଆଲୋଚନା:ରାମହରି ଦାସ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଦାସ/ଦାଶ Das/Dash ଭିତରେ ଦ୍ଵନ୍ଦ ରହିଛି । କେହି ଏ ବାବଦରେ ଅଧିକ ଜାଣିଥିଲେ, ଲେଖିବେ । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୧୬, ୨୦ ଅଗଷ୍ଟ ୨୦୧୪ (UTC)

ପ୍ରିତି ଭାଇ, ତାଙ୍କ ସାଜ୍ଞା "Das" ହୋଇଥିବାରୁ "ଦାସ" ଲେଖିବା ଅଧିକ ଯୁକ୍ତିଯୁକ୍ତ ଲାଗୁଛି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୪୩, ୨୦ ଅଗଷ୍ଟ ୨୦୧୪ (UTC)
ଭାଇ ଆପଣ ଯେଉଁ ଓଡ଼ିଆ-ଆଧାର ସବୁ ବ୍ୟବହାର କରିଛନ୍ତି ସେଗୁଡିକ ଅନୁସାରେ ନାଁ ରଖନ୍ତୁ । ଇଂରାଜୀ ବାଲାଏ ଓଡ଼ିଆ ନାଁ ଭୁଲ ଲେଖିବା କିଛି ନୂଆ ନୁହେଁ । ତେବେ ଆଧାରରୁ ଯଦି କିଛି ଠିକ ତଥ୍ୟ ନମିଳୁଛି ତେବେ 'ଦାସ' କରିଦିଆଯାଉ ।--ଶିତିକଣ୍ଠ (ଆଲୋଚନା) ୧୫:୩୪, ୨୦ ଅଗଷ୍ଟ ୨୦୧୪ (UTC)
ଧରିତ୍ରୀ ହିସାବରେ ଦାଶ ଆଉ ଗୁଗୁଲ୍ ବୁକ୍ସ ହିସାବରେ Das ଲେଖିଛି । ତେଣିକି ଯାହା ବହୁମତରେ ଯିବ, ତାହା ରହିବ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୬:୩୧, ୨୦ ଅଗଷ୍ଟ ୨୦୧୪ (UTC)
ତା'ହେଲେ 'ଦାଶ' ହିଁ ବ୍ୟବହାର ହେଉ ।--ଶିତିକଣ୍ଠ (ଆଲୋଚନା) ୧୬:୩୬, ୨୦ ଅଗଷ୍ଟ ୨୦୧୪ (UTC)
ଓଡ଼ିଆ ଖବରକାଗଜରେ ପାଞ୍ଚଟି ଅଲଗା ଅଲଗା ମାନକ । ଇଂରାଜୀରେ ତାଙ୍କ ସାଜ୍ଞା ଆଉ ଗୁଗଲ ସର୍ଚରେ ତଥା ଓଡ଼ିଶୀ ରିସର୍ଚ ସେଣ୍ଟର ଯେଉଁଠି ସେ ଜଣେ ସଦସ୍ୟ ଥିଲେ ସେ ସବୁ ଜାଗାରେ "Das" ଲେଖାଯାଇଛି । କେବଳ ଧରିତ୍ରୀର ଆଧାରରେ କେମିତି "ଦାଶ" ଲେଖାଯାଇପାରିବ? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୨୦, ୨୦ ଅଗଷ୍ଟ ୨୦୧୪ (UTC)

 Done 'ରାମହରି ଦାସ' ନାମକୁ ପ୍ରସଙ୍ଗ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୦୬, ୧୩ ମଇ ୨୦୧୭ (IST)[reply]