ଆଲୋଚନା:ମହାପ୍ରସାଦ

Page contents not supported in other languages.
ଉଇକିପିଡ଼ିଆ‌ରୁ

କିଛି ଭୂଲ ସଂଶୋଧନ[ସମ୍ପାଦନା]

୧। {{ଛୋଟ|text}} ଲେଖିବା ବେଳେ text ବିଷୟଟି ଇଂରାଜୀ ଭାଷାରେ ଥିଲେ ଭଲ । କାରଣ ସେହି ଇଂରାଜୀ ବିଷୟଟି ଖୋଲି ବାମ ପାଖରେ ଥିବା ବିଷୟ ଡାଟାରେ 'ଓଡ଼ିଆ' ଜାଗାରେ କ୍ଲିକ କଲେ ଓଡ଼ିଆ ଲେଖାଟି ଆସିଯିବ ।

୨। ରେଫରେନ୍ସ, ଛବି ଇତ୍ୟାଦି କଲମରେ ରହୁଥିଲା, କାରଣ ତୁମେ colend ବଦଳରେ colnd ଲେଖିଥିଲ । ଏବେ ଦେଖ କେଡ଼େ ସୁନ୍ଦର ଦେଖାଯାଉଛି । ନ‌ଗଦ ବଦଳରେ ଅଦଳ ବଦଳ ଉପରେ କ୍ଲିକ କଲେ ଭୂଲ ଜାଣିପାରିବ ।

୩। ଇଂରାଜୀରେ Mahaprasad (Jagannath Temple) ନାମରେ ଗୋଟିଏ ବିଷୟ ଅଛି । ସେଥିରୁ କିଛି ଲେଖା ଆଣିପାରିଥାଆନ୍ତ ।
{{ଛୋଟ|Mahaprasad (Jagannath Temple)}} ଲେଖିଥିଲେ ସେହି ଇଂରାଜୀ ବିଷୟର ବାମ ପାଖରେ ଓଡ଼ିଆ ଜାଗାରେ କ୍ଲିକ କଲେ ତୁମ ଲେଖା ଆସିଥାଆନ୍ତା । ସେହି ଇଂରାଜୀ ବିଷୟଟି ଦେଖି କିଛି ଉପାଦେୟ ତ‌ଥ୍ୟ ଥିଲେ ଅନୁବାଦ କରିଦିଅ ।

ବାକି ଲେଖା ଭଲ ହୋଇଛି ଓ ଉପାଦେୟ ହୋଇଛି ।--Subas Chandra Rout (ମୋ ଆଲୋଚନା) ୧୭:୪୨, ୨୩ ଅଗଷ୍ଟ ୨୦୧୬ (IST)[reply]