ଆଲୋଚନା:ଭାରତ
ଏହା ଏକ ଆଲୋଚନା , ଯେଉଁଠି ଆପଣ ପ୍ରସଙ୍ଗଟିକୁ ଉନ୍ନତ କରିବା ନିମନ୍ତେ ଭାରତ Lua error in package.lua at line 80: module 'Module:Pagetype/setindex' not found.. | |||
---|---|---|---|
|
|
- ବ୍ୟୁତ୍ପତ୍ତି ଶବ୍ଦର ଅର୍ଥ ଗୋଟିଏ ଅର୍ଥ ଜନ୍ମ ହେଲେ ମଧ୍ୟ, ଏଠାରେ ଉତ୍ପତ୍ତି ଶବ୍ଦ ଅଧିକ ପ୍ରାସଂଗିକ ହେବ ବୋଲି ମୋର ମତ। ଭାରତ ନାମକ ଦେଶ କେମିତି ଜନ୍ମ ନେଲା ତାହା ଏହି ପାରାରେ ବର୍ଣ୍ଣନା କରାଯାଇଥିବାରୁ ଏହାର ଶୀର୍ଷକ ଉତ୍ପତ୍ତି ରଖା ଯାଇଥିଲା।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୫୬, ୪ ମେ ୨୦୧୨ (UTC)
- ଏହି ପ୍ରସଂଗରେ ଆଜି ଯୋଡ଼ାଯାଇଥିବା ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତାଲିକାରେ ଥିବା କେତୋଟି ଚିତ୍ର ଠିକ୍ ଆସୁନାହିଁ ଓ ଗୋଟିଏ ଆଧାର ଭୁଲ ରହୁଛି। କେହି ପୁରୁଣା ଉଇକିଆଳି ଦୟାକରି ସଜାଡ଼ିଦେବେ ଓ ସଜଡ଼ା କୌଶଳ ଜଣାଇଦେବ ବୋଲି ଅନୁରୋଧ।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୪:୩୫, ୮ ମେ ୨୦୧୨ (UTC)
- ଭାରତର ରାଷ୍ଟ୍ରପତିଙ୍କ ତାଲିକା ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ତାଲିକା ଦୁଇଟିକୁ ଭାରତ ପ୍ରସଙ୍ଗରୁ ହଟାଇ ଦୁଇଟି ଅଲଗା ଅଲଗା ପ୍ରସଙ୍ଗ କରିବାକୁ ପ୍ରସ୍ତାବ ରଖୁଛି ଓକିଆଳି ମାନେ ନିଜ ନିଜ ମନ୍ତବ୍ୟ ଦିଅନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୪୪, ୧୪ ମେ ୨୦୧୨ (UTC)
- ହଁ ସେଇଟା ଭଲ ହେବ। ତେବେ ମୂଳ ଲେଖା ଭାରତରେ ଏଥିପାଇଁ ଗୋଟିଏ ଲିଂକ ରହିବା ଦରକାରସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୫:୧୦, ୧୪ ମେ ୨୦୧୨ (UTC)
- ହଁ ନିଶ୍ଚିତ । ବହୁତ ଭଲ ହେବ । -- ଅηsuмaη Talk ୦୬:୧୯, ୧୪ ମେ ୨୦୧୨ (UTC)