ଆଲୋଚନା:ବିଶ୍ୱ ଘରଚଟିଆ ଦିବସ
Appearance
ବିଶ୍ଵ ଘରଚଟିଆ ଦିବସ ପାଳନ ସମ୍ପର୍କରେ-ଦୁଇ ପ୍ରକାର ମତ ପାଇଲି । ମାର୍ଚ୍ଚ ୨୦ କିମ୍ବା ମାର୍ଚ୍ଚ ୨୧(?), ଦୟାକରି ସ୍ପଷ୍ଟ କରନ୍ତୁ । ଉତ୍କଳ ପ୍ରସଙ୍ଗ- ଅପ୍ରେଲ ୨୦୧୭ର ପୃ-୧୩୧ ରେ ପ୍ରକାଶିତ [୧] ଦ୍ରଷ୍ଟବ୍ୟ ।Hpsatapathy (ମୋ ଆଲୋଚନା) ୧୦:୪୨, ୨୭ ମଇ ୨୦୧୭ (IST)
- ବିଶ୍ଵ ଘରଚଟିଆ ଦିବସ ମାର୍ଚ୍ଚ ୨୦ ତାରିଖ ଦିନ ପାଳନ କରାଯାଏ ।[୧][୨] [୩]ମୁଦ୍ରଣ ପ୍ରମାଦ ଯୋଗୁଁ ଉତ୍କଳ ପ୍ରସଙ୍ଗରେ ମାର୍ଚ୍ଚ ୨୦ ବଦଳରେ ମାର୍ଚ୍ଚ ୨୧ ଛପାଯାଇଥିବା ଭଳି ମନେହେଉଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୧୬, ୨୭ ମଇ ୨୦୧୭ (IST)
References
- ↑ "Sparrows nearing extinction due to lack of emotional connect: conservationist". The Hindu. 19 March 2017. Retrieved 27 May 2017.
- ↑ Patel, Pooja (20 March 2016). "Meet India's Sparrow Man Conservationist Mohammed Dilawar". DNA. Retrieved 27 May 2017.
- ↑ "Mohammed Dilawar's 'save sparrows' campaign enters Guinness record". The Weekend Leader.com. Retrieved 27 May 2017.