ଆଲୋଚନା:ବାଟ ମହାଦେବ, ଭୁବନେଶ୍ୱର

Page contents not supported in other languages.
ଉଇକିପିଡ଼ିଆ‌ରୁ

ସୁଶାନ୍ତ ବାବୁ, ବାଟ ମହାଦେବ(ମୁକ୍ତେଶ୍ଵର ଶିବ)ରୁ ଆପଣ ପ୍ରସଙ୍ଗଟି ଆରମ୍ଭ କରିଛନ୍ତି । ବାଟ ମହାଦେବ ମନ୍ଦିରର ମୁକ୍ତେଶ୍ଵର ମନ୍ଦିର ସହିତ କିଛି ସମ୍ପର୍କ ଅଛି କି ! ଭୁବନେଶ୍ଵର ବ୍ୟତିତ ବାଟ ମହାଦେବ ଆଉ କୋଉଠି ଅଛି କି ? ଯଦି କେବଳ ଭୁବନେଶ୍ଵରରେ ଅଛି, ତେବେ ପ୍ରସଙ୍ଗ ନାମ କେବଳ "ବାଟ ମହାଦେବ" ରଖିଲେ ଯଥେଷ୍ଟ ହେବ ବୋଲି ମୋତେ ଲାଗୁଛି --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୩୭, ୧୮ ଜାନୁଆରୀ ୨୦୧୭ (IST) ଶ୍ରର୍ଧେୟ ପ୍ରୀତିରଞ୍ଜନ ବାବୁ ,[reply]

ମୁ ଜାଣିବାରେ ବାଟ ମହାଦେବ ମନ୍ଦିର ନାମ ରେ କେବଳ ଭୁବନେଶ୍ଵର ରେ ରହିଛି । ତେବେ ଏହାକୁ ମୁକ୍ତେଶ୍ଵର ଶିବ ମଧ୍ୟ କୁହାଯାଇଥାଏ । ବଡ ମହାଦେବ ମନ୍ଦିର ନାମ ରେ ପଞ୍ଚମାଢି ଠାରେ ମନ୍ଦିର ରହିଛି । ଅବଶ୍ୟ ଆପଣ କହିବାନୁସାରେ ଏହାର ନାମ ବାଟ ମହାଦେବ ମନ୍ଦିର , ଭୁବନେଶ୍ବର ଲେଖିଥିଲେ ଠିକ ହେଇଥାନ୍ତା । ଆଗ୍ରହ ଦେଇ ମତାମତ ଦେଇଥିବାରୁ ବହୁତ ଧନ୍ୟବାଦ । Susant purohit (ମୋ ଆଲୋଚନା) ୧୮:୨୧, ୧୮ ଜାନୁଆରୀ ୨୦୧୭ (IST)[reply]