ଆଲୋଚନା:ପ୍ୟାରୀମୋହନ ଆଚାର୍ଯ୍ୟ

Page contents not supported in other languages.
ଉଇକିପିଡ଼ିଆ‌ରୁ

ପିଆରୀମୋହନ ଆଚାର୍ଯ୍ୟ ମୋ ମତରେ ଠିକ ହେବ, କାରଣ ନିଜେ ଲେଖକ ସେମିତି ଲେଖୁଥିଲେ (ଯେମିତି ଗୋପବନ୍ଧୁ, ନୀଳକଣ୍ଠ ଦାଶ ବଦଳରେ ଦାସ ଲେଖୁଥିଲେ) । ଅନ୍ୟମାନେ ଦୟାକରି ନିଜର ମତ ଦିଅନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୦:୪୮, ୧୪ ଜୁଲାଇ ୨୦୧୨ (UTC)


  • ଏ ପର୍ଯ୍ୟନ୍ତ କୌଣସି ବିରୋଧୀ ମନ୍ତବ୍ୟ ନମିଳିବାରୁ ପିଆରୀମୋହନ ଆଚାର୍ଯ୍ୟ କୁ ନାମ ବଦଳ କରାଗଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୮, ୨୫ ଜୁଲାଇ ୨୦୧୨ (UTC)
  • ମୁଁ ସମସ୍ତଙ୍କ ସହ ଏକମତ ।ଆମେ ଭାଷାକୋଷ ଅନୁସାରେ ଓଡ଼ିଆଭାଷାର କଥିତ ଭାଷା ଓ ମୌଳିକତାକୁ ରକ୍ଷା କରି ପାରିବା ।ଭାଷାକୋଷକୁ ଆଧାର କରି ଓଡି଼ଶା ସହିତ ଓଡି଼ଶାର ବିଭିନ୍ନ ସ୍ଥାନର ପୁରୁଣା ନାମ ଲେଖା ଯାଉନି।ଏପରି କେତେକ ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଆମେ ବର୍ତ୍ତମାନର ଆମ ପାଠ୍ୟପୁସ୍ତକ/ସାହିତ୍ୟରେ ବ୍ୟବହୃତ ହେଉଥିବା ଭାଷା ଓ ପାଠକଙ୍କ ଦୃଷ୍ଟି ଅନୁସାରେ ଗଲେ ହୁଏତ ପାଠକଙ୍କୁ ଅସୁବିଧାହେଇନପାରେ ।--Aditya Mahar (ମୋ ଆଲୋଚନା) ୦୪:୩୬, ୨୫ ଜୁଲାଇ ୨୦୧୨ (UTC)
ବର୍ତ୍ତମାନ ସମସ୍ତ ସରକାରୀ ସ୍ତରରେ ପ୍ୟାରୀମୋହନ ଲେଖାଯାଉଛି, ଲେଖକ ନିଜେ ପିଆରୀମୋହନ ଲେଖୁଥିବା କିମ୍ବା ଅନ୍ୟ କୈଣସି ସ୍ଥାନରେ ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ, ତେଣୁ ସଠିକ ଆଧାର ଦିଆଯାଉ ନହେଲ ପୁନଶ୍ଚ ପ୍ୟାରୀମୋହନକୁ ଘୁଞ୍ଚାଯାଉ । --ଆଦିତ୍ୟ ମହାର (ଆଲୋଚନା) ୧୮:୦୦, ୧୨ ନଭେମ୍ବର ୨୦୧୪ (UTC)