ଆଲୋଚନା:ପ୍ରାଚୀ ନଦୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଉପଶୀର୍ଷକ ବା ସବ୍‌ହେଡିଙ୍ଗ[ସମ୍ପାଦନା]

ବିକାଶ ବାବୁ, ଆପଣ ସବ୍‌ହେଡିଙ୍ଗ‌ଗୁଡ଼ିକରେ ତିନୋଟି କରି = ଚିହ୍ନ ଦେଇଛନ୍ତି ଯେପରିକି ନାମର (===ଉତ୍ପତ୍ତି===) । ଏଠାରେ ଦୁଇଟି କରି == == ଦିଆଯାଏ । ହେଡିଙ୍ଗ‌କୁ ଏକ ଧରି ଏଗୁଡ଼ିକୁ ଦୁଇ କରାଯାଇଛି । ଯଦି ସବ୍‌ସବ୍ ହେଡିଙ୍ଗ କରିବେ ତାହେଲେ ତିନୋଟି କରି ଦେବେ ଯେପରି ଆପଣ ଦେଇଛନ୍ତି । --Subas Chandra Rout (ମୋ ଆଲୋଚନା) ୧୫:୩୨, ୨୭ ଜୁନ ୨୦୧୬ (IST)[reply]