Jump to content

ଆଲୋଚନା:ପୃଥ୍ୱୀରାଜ ଚୌହାନ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୩ ବର୍ଷ ପୂର୍ବେ by 2409:4089:1115:FD1D:BDBA:2265:BAAF:4FBC in topic bhugal

ପ୍ରସଙ୍ଗଟିର ନାମ ବଦଳାଇବାକୁ ଅନୁରୋଧ

[ସମ୍ପାଦନା]

ମୋ ମତରେ ଏହି ପ୍ରସଙ୍ଗଟିର ନାମ ପୃଥିବୀରାଜ ଚୌହାନ ନ ହୋଇ ପୃଥ୍ୱୀରାଜ ଚୌହାନ ହେବା ଉଚିତ । କାରଣ ମୁଁ ଆଜିଯାଏଁ ପଢ଼ିଥିବା ସବୁ ଇତିହାସ ବ‌ହିରେ ପୃଥ୍ୱୀରାଜ ଚୌହାନ ହିଁ ଲେଖାହୋଇଥିବାର ଦେଖିଛି । --Rajalaxmi Mishra (ମୋ ଆଲୋଚନା) ୨୦:୨୫, ୨୩ ଜୁଲାଇ ୨୦୧୬ (IST)Reply

ସମର୍ଥନ । ମୁଁ ମଧ୍ୟ ସବୁଠାରେ ପୃଥ୍ଵୀରାଜ ଚୌହାନ ପଢ଼ିଛି । ଏବଂ ସେ ଉତ୍ତର ଭାରତର ଅର୍ଥାତ ହିନ୍ଦୀ ଭାଷୀ । ହିନ୍ଦୀ ଭାଷାରେ ପୃଥିବୀକୁ ପୃଥ୍ଵୀ କୁହାଯାଏ । ଉଇକିପିଡ଼ିଆରେ ମଧ୍ୟ धरती का वीर योद्धा पृथ्वीराज चौहान - विकिपीडिया ଲେଖାଅଛି ।--Abha S Pradhan (ମୋ ଆଲୋଚନା) ୨୦:୪୯, ୨୩ ଜୁଲାଇ ୨୦୧୬ (IST)Reply
ତେବେ ମୁଁ ପ୍ରସଙ୍ଗଟିକୁ ଘୁଞ୍ଚାଇ ଦେଉଛି । --Rajalaxmi Mishra (ମୋ ଆଲୋଚନା) ୨୩:୩୦, ୨୩ ଜୁଲାଇ ୨୦୧୬ (IST)Reply

ନିରପେକ୍ଷ ଉଇକିନୀତି

[ସମ୍ପାଦନା]
ଉଇକିପିଡ଼ିଆରେ ଏପରି ପ୍ରସଙ୍ଗ ନାମ ବଦଳ ଆଲୋଚନା ଆରମ୍ଭ ହେବା ପରେ ଆଲୋଚନାରେ ସମସ୍ତେ ଭାଗ ନେବାର ସୁଯୋଗ ପାଇବା ନିମନ୍ତେ ଅତି କମରେ ସାତ (୭) ଦିନ ପର୍ଯ୍ୟନ୍ତ ଅପେକ୍ଷା କରାଯାଏ (ଓଡ଼ିଆ ଉଇକିପିଡ଼ିଆରେ ଏଥିନିମନ୍ତେ ସାଧାରଣତଃ ୧୦ଦିନ ବା କିଛି ଅଧିକ ସମୟ ଅପେକ୍ଷା କରାଯାଏ୤)
ଏହି ଆଲୋଚନା ଆରମ୍ଭ ହେବା ଦିନ ହିଁ ନିଷ୍ପତ୍ତି ନେବା ନୀତିଗତ ଭାବେ ଠିକ ହେଲାନି୤ ଅନ୍ତତଃ ପ୍ରସଙ୍ଗଟିକୁ ଆରମ୍ଭ କରିଥିବା ଆଦ୍ୟାଶା ସାହୁ ଓ ଏଥିରେ ତଥ୍ୟ ଯୋଡ଼ିଥିବା ଆଦିତ୍ୟ ମହାରଙ୍କୁ ନିଜ ମତ ରଖିବାର ସୁଯୋଗ ଦେବା ନିମନ୍ତେ ଅପେକ୍ଷା କରିଥିଲେ ଭଲ ହେଇଥାନ୍ତା୤--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୪୨, ୨୬ ଜୁଲାଇ ୨୦୧୬ (IST)Reply

bhugal

[ସମ୍ପାଦନା]

bhugal 2409:4089:1115:FD1D:BDBA:2265:BAAF:4FBC ୨୧:୦୯, ୨୭ ଜୁନ ୨୦୨୨ (IST)Reply