ଆଲୋଚନା:ଦୁର୍ବାସା (ମହାଭାରତ)

Page contents not supported in other languages.
ଉଇକିପିଡ଼ିଆ‌ରୁ

ଦୁର୍ବାସା (ମହାଭାରତ) ପ୍ରସଙ୍ଗଟି ବାସ୍ତବରେ ମୋର କୃତି ନୁହେଁ । ମୋର ଲଗ ଇନ୍ ବେଳେ ବ୍ୟବହାରକାରୀ ବ୍ୟବହାରକାରୀ:Hpsatapathy ନିଜର ଲଗ ଇନ ଭାବି ଏହା ତିଆରି କରିଛନ୍ତି । ଅବଦାନକାରୀଙ୍କ ସମ୍ପର୍କରେ ଭୁଲ ତଥ୍ୟ ମୋ ଅଜାଣତରେ ଯୋଡି ହୋଇଯାଇଥିବାରୁ ଓଡିଆ ଉଇକିପିଡିଆର ବିଶ୍ଵସନୀୟତା ବଜାୟ ରଖିବା ପାଇଁ ଏ ପ୍ରସଙ୍ଗରେ ପୃଷ୍ଠା ତିଆରି କରିବା ପ୍ରକୃତ ଉଇକିଆଳିଙ୍କ ସଠିକ ତଥ୍ୟ ରହୁ କିମ୍ବା ଅନ୍ୟ ପନ୍ଥା ନ ଥିଲେ ପ୍ରକୃତ ଅବଦାନକାରୀଙ୍କୁ ନୂତନଭାବେ ଏହି ପ୍ରସଙ୍ଗ ତିଆରିକରିବାର ସ୍ଵାଧୀନତା ଦେଇ, ଏ ପ୍ରସଙ୍ଗଟି ଲିଭାଇ ଦିଆଯାଉ । Ashaakash (ମୋ ଆଲୋଚନା) ୧୧:୪୩, ୨୩ ଡିସେମ୍ବର ୨୦୨୦ (IST)[reply]

ନୂତନ ଭାବେ ପୃଷ୍ଠା[ସମ୍ପାଦନା]

ପୁରୁଣା ଲେଖାରେ ଅବଦାନକାରୀଙ୍କ ସମ୍ବନ୍ଧରେ ଭୁଲ ତଥ୍ୟ ଥିବାରୁ, ନୂତନ ଭାବେ ପୃଷ୍ଠାଟି ତିଆରି ହୋଇଛି ।Hpsatapathy (ମୋ ଆଲୋଚନା) ୧୬:୪୮, ୨୬ ଡିସେମ୍ବର ୨୦୨୦ (IST)[reply]