ଆଲୋଚନା:ଟୋକିଓ-ଶୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ତ୍ରୁଟି[ସମ୍ପାଦନା]

ଇଂରାଜୀରେ Tokyo ଏବଂ Tokyo Special ward ଆଦି ଦୁଇଟି ପ୍ରସଙ୍ଗ ଥିଲା । ଏହି ପ୍ରସଙ୍ଗର ପୂର୍ବ ନାମ ଟୋକିଓ ଥିଲା କିନ୍ତୁ ତଥ୍ଯ Tokyo Special wardର ଥିଲା ତେଣୁ ମୁଁ ନାମ ବଦଳି ଦେଲି । କିନ୍ତୁ ପରେ ଦେଖିଲି ଯେ ଭାଷାଲିଙ୍କ ଟି remove କରି ପାରୁନାହିଁ ।
୧-ଯଦି ଏଠାରେ ଥିବା ଭାଷା ଲିଙ୍କକୁ ବାହାର କରିଦିଆ ଯାଏ ତେବେ ମୁଁ ଏଠାରେ Tokyo Special wardର ଅନୁବାଦିତ ତଥ୍ଯ ଲେଖି ଏହାକୁ ପରେ ଉକ୍ତ ଇଂରାଜୀ ପ୍ରସଙ୍ଗ ସହ ଯୋଡି ପାରିବି । ସେପରି କଲେ ଲିଭାଇବାର ଆବଶ୍ଯକତା ନାହିଁ ।
୨-ଯଦି ଏହାକୁ ଲିଭାଇ ଦିଆଯାଏ ତେବେ ମୁଁ ନୂଆକରି ଏକ ଟୋକିଓ-ଶୀ ପ୍ରସଙ୍ଗ ତିଆରି କରିପାରିବି । (ପରିଚାଳକ ଗଣଙ୍କୁ ଯାହା ଠିକ୍ ଲାଗିବ ତାହା କରିବେ । ମୋ ମତରେ ଲିଭାଇଦେଲେ ଭଲ ହେବ)

ଅସୁବିଧା ପାଇଁ ମୁଁ କ୍ଷମା ମାଗୁଅଛି

Anos Vordigoad (ମୋ ଆଲୋଚନା) ୦୯:୫୨, ୧୬ ନଭେମ୍ବର ୨୦୨୦ (IST)[reply]