ଆଲୋଚନା:ଜାନ ନିସାର ଅଖତର

Page contents not supported in other languages.
ଉଇକିପିଡ଼ିଆ‌ରୁ

ଦୟାକରି ଫଟୋ ଦେଇଦିଅନ୍ତୁ ।

ଉଇକିମିଡ଼ିଆ କମନ୍ସରେ ଏବେ ଜାନ ନିସାର ଅଖତରଙ୍କ କୌଣସି ଛବି ଉପଲବ୍ଧ ନାହିଁ, ତେଣୁ ଦେଇହେବନି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୪୩, ୫ ଜୁଲାଇ ୨୦୧୪ (UTC)
ବର୍ତ୍ତମାନ ପାଇଁ ଏକ ସ୍ଵତ୍ତ୍ଵାଧିକାର-ଯୁକ୍ତ ଫୋଟ ଯୋଡି ଦେଇଛି (ଫାଇଲ:Jan Nisar Akhtar Urdu Poet.jpg) । ଯଦି ଆପଣଙ୍କ ପାଖରେ ସ୍ଵତ୍ତ୍ଵାଧିକାର ବିହୀନ ଫୋଟ ରହିଛି ଜଣାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୯:୫୦, ୬ ଜୁଲାଇ ୨୦୧୪ (UTC)