ଆଲୋଚନା:ଗୋମତେଶ୍ଵର ପ୍ରତିମୂର୍ତ୍ତି
ଦେଖଣା
ନାମ ବଦଳରେ
[ସମ୍ପାଦନା]@Skumarm: ବନାନଟା ବୋଧେ "ଗୋମଟେଶ୍ଵର" ହେବ କାରଣ କନ୍ନଡ଼ ଆଉ ବାକି ଭାଷାରେ ବି ସେମିତି ଲେଖାଯାଉଛି । --ସୁଭାସିସ ପାଣିଘରି (ଆଳାପ) ୧୩:୦୯, ୭ ଜାନୁଆରୀ ୨୦୧୯ (IST)
@Psubhashish: ଧନ୍ୟବାଦ ସୁଭାସିସ
ତୁମେ କହିବା ଅନୁସାରେ ମୁଁ ଇଣ୍ଟରନେଟରେ ବାହୁବଳୀଙ୍କ ମୂର୍ତ୍ତି ପାଇଁ ଉଭୟ “ଗୋମତେଶ୍ଵର” ଓ “ଗୋମଟେଶ୍ଵର” ବନାନ ଦେଖିବାକୁ ପାଇଲି ।
ନିମ୍ନ ହିନ୍ଦୀ ୱିକିପିଡ଼ିଆ ପୃଷ୍ଠାରେ ଗୋମତେଶ୍ଵର କହୁଛି । କିନ୍ତୁ ବାହୁବଳୀ ପୃଷ୍ଠାଟି ଗୋମଟେଶ୍ଵର କହୁଛି ।
ମୁଁ ଅଧିକ କିଛି ଲେଖା ଦେଖିକି ମତ ରଖିବି ।
- ଶ୍ରବଣ କୁମାର ମିଶ୍ର