ବ୍ୟବହାରକାରୀ:Skumarm

ଉଇକିପିଡ଼ିଆ‌ରୁ

My Greetings to you. 

My name is Sraban Kumar Mishra. I work as an IT/Business consultant. It was great to see Odia Wikipedia and I will be happy to contribute here. 

Education – B. Tech, MBA.

ଆପଣଙ୍କୁ ମୋର ଅଭିନନ୍ଦନ । 

ମୋ ନାମ ଶ୍ରବଣ କୁମାର ମିଶ୍ର । ବୈଷୟିକ ଓ ପ୍ରଯୁକ୍ତି କ୍ଷେତ୍ରରେ ମୁଁ କାର୍ଯ୍ୟରତ । ଓଡିଆ ୱିକିପିଡିଆ ଦେଖି ଭଲ ଲାଗିଲା ଓ ଏଥିରେ ଯୋଗଦାନ କରିପାରିଲେ ଖୁସି ଲାଗିବ ।