ବ୍ୟବହାରକାରୀ:Skumarm

    ଉଇକିପିଡ଼ିଆ‌ରୁ

    My Greetings to you. 

    My name is Sraban Kumar Mishra. I work as an IT/Business consultant. It was great to see Odia Wikipedia and I will be happy to contribute here. 

    Education – B. Tech, MBA.

    ଆପଣଙ୍କୁ ମୋର ଅଭିନନ୍ଦନ । 

    ମୋ ନାମ ଶ୍ରବଣ କୁମାର ମିଶ୍ର । ବୈଷୟିକ ଓ ପ୍ରଯୁକ୍ତି କ୍ଷେତ୍ରରେ ମୁଁ କାର୍ଯ୍ୟରତ । ଓଡିଆ ୱିକିପିଡିଆ ଦେଖି ଭଲ ଲାଗିଲା ଓ ଏଥିରେ ଯୋଗଦାନ କରିପାରିଲେ ଖୁସି ଲାଗିବ ।