ଆଲୋଚନା:କୁନ୍ଦୁଲି ଗଣଦୁଷ୍କର୍ମ ମାମଲା

Page contents not supported in other languages.
ଉଇକିପିଡ଼ିଆ‌ରୁ

Requested move[ସମ୍ପାଦନା]

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁନ୍ଦୁଲି ଗଣଧର୍ଷଣ ମାମଲା – ବଳାତ୍କାର/ଧର୍ଷଣ ଭଳି ଅମାନୁଷିକ କାର୍ଯ୍ୟକୁ ଦର୍ଶାଇବା ପାଇଁ "ଦୁର୍ଷ୍କର୍ମ" ଭଳି ସାଧାରଣ ଭୁଲକୁ ସୂଚାଉଥିବା ଶବ୍ଦର ବ୍ୟବହାର ଇଂରାଜୀରେ w:euphemism ପଦବାଚ୍ୟ । ଦୁଷ୍କର୍ମ (ଦୁଃ+କର୍ମ ବା ଖରାପ କାମ[୧] ଶବ୍ଦ ଖବରକାଗଜମାନଙ୍କରେ ବ୍ୟବହୃତ ହେବା ନିକଟରେ ପରିଲକ୍ଷିତ କିନ୍ତୁ ଏଯାଏ ବ୍ୟାପକ ଓ ମାନକ ହୋଇନଥିବାରୁ ପ୍ରଚଳିତ ଓ ସର୍ବଗୃହୀତ ଶବ୍ଦ "ଧର୍ଷଣ" (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଖନ୍ତୁ) ବ୍ୟବହାର କରାଯିବା ପାଇଁ ପ୍ରସ୍ତାବ ବାଢ଼ୁଛି । ଏଥିସହିତ ଆଉ କୌଣସି ସ୍ଥାନରେ ଧର୍ଷଣ ବଦଳରେ ଦୁଷ୍କର୍ମ ବ୍ୟବହାର ହୋଇଥିଲେ ବଦଳାଇବା ପାଇଁ ମଧ୍ୟ ପ୍ରସ୍ତାବ ବାଢ଼ୁଛି ।--ସୁଭ (ଆଳାପ) ୧୪:୧୪, ୧୯ ଜୁନ ୨୦୨୦ (IST)[reply]

ଟୀକା[ସମ୍ପାଦନା]

  1. ଦୁଷ୍କର୍ମ— Dushkarma ସଂ. ବି. (ଦୁର୍+କର୍ମନ; କର୍ମଧାରଯ)— 1। ଅକାର୍ଯ୍ୟ; ମନ୍ଦ କାର୍ଯ୍ୟ— 1. Evil act; had act; misdeed. 2। ଅପରାଧ—2. Crime; offence. 3। ପାପ—3. Sin. 4। ଦୁର୍ଭାଗ୍ଯ—4. Ill luck; misfortune. )