ଆଲୋଚନା:ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏକ ବିଶେଷ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆମ ରାଜ୍ୟ ଦ୍ଵାରା ପ୍ରଣୀତ ଏକ ବିଶେଷ ନିୟମ ଭାବରେ ଏହାର ମହତ୍ତ୍ଵ ରହିଛି । ଏହା ଛଡା ସମୟାନୁକ୍ରମେ ଏହି ନିୟମ ସଂଶୋଧନ ହୋଇ ଏଥିରେ ଅଧିକରୁ ଅଧିକ ପ୍ରାବଧାନ ରହିବା ଦ୍ଵାରା ତଥ୍ୟ ଭିତ୍ତିକ ଲେଖା ଅନୁସାରେ ଏହା ଏକ ସ୍ଵତନ୍ତ୍ର ଲେଖା ଭାବେ ସ୍ଥାନୀତ ହୋଇପାରିବ । ଓଡିଶା ପ୍ରଥମ କରି ଏଭଳି ଏକ ଆଇନ/ମାର୍ଗଦର୍ଶିକା ପ୍ରଣୟନ କରିଥିବାରୁ ଏହି ଲେଖାର ଆପଣା ପ୍ରାଧାନ୍ୟ ରହିଛି । ତାଛଡା, ଓଡିଶା ବିଧାନ ସଭା ଦ୍ଵାରା ପାରିତ ଅନେକ ଆଇନ ଯେପରି ଏକ ସ୍ଵତନ୍ତ୍ର ପୃଷ୍ଠା ଭାବେ ସ୍ଥାନ ପାଇଛନ୍ତି, ଏହି ଲେଖା ଏକ ସ୍ଵତନ୍ତ୍ର ପୃଷ୍ଠା ଭାବେ ରହିବା ଅଧିକ ଉପଯୋଗୀ ହେବ ବୋଲି ମୋର ମତ । Hpsatapathy (ମୋ ଆଲୋଚନା) ୦୭:୪୮, ୧୧ ମଇ ୨୦୨୦ (IST)[reply]