ଆଲୋଚନା:ଇସଲାମ ଧର୍ମ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଦେବଦୂତ ବନାମ ଦିବ୍ଯଦୂତ[ସମ୍ପାଦନା]

ଗୁଗଲ ଭାଷ୍ଯାନ୍ତରଣରେ angel ଅର୍ଥ ଦୂତ ଏବଂ देवदूत ବୋଲି ଦେଖାଇଛି । ମୋ ମତରେ ଦିବ୍ଯଦୂତ ସଠିକ୍ ହେବ କାରଣ ଦିବ୍ଯଦୂତ ଅର୍ଥାତ୍ divine messenger ଏବଂ ଦେବଦୂତ ଅର୍ଥାତ୍ messenger of the gods । ଇସଲାମରେ ଆଲ୍ଲା ଛଡ଼ା ଆଉ କେହି ଈଶ୍ବର ବା gods ନାହାଁନ୍ତି, ପୁଣି ଇସଲାମର ଆଲ୍ଲା ଭାରତୀୟ ଈଶ୍ବର ବା ଭଗବାନଙ୍କ ସମକକ୍ଷ ଏବଂ ଦେବାଦେବୀଙ୍କ ଠାରୁ ଉପର । ଯେହେତୁ ଇସଲାମରେ ଦେବାଦେବୀ ହିଁ ନାହିଁ ଦେବଦୂତ ପଦ ଅର୍ଥ ସୂଚକ ନୁହେଁ । Anos Vordigoad (ମୋ ଆଲୋଚନା) ୧୮:୩୭, ୩୦ ଅକ୍ଟୋବର ୨୦୨୦ (IST)[reply]

ଶବ୍ଦାର୍ଥ[ସମ୍ପାଦନା]

Anos Vordigoad (ମୋ ଆଲୋଚନା) ୦୮:୪୧, ୨୫ ଅକ୍ଟୋବର ୨୦୨୦ (IST)[reply]

Anos Vordigoad (ମୋ ଆଲୋଚନା) ୧୨:୦୬, ୩୦ ଅକ୍ଟୋବର ୨୦୨୦ (IST)[reply]