ଆଲୋଚନା:ଅଞ୍ଜୁମ ଚୋପ୍ରା

ଉଇକିପିଡ଼ିଆ ରୁ
Jump to navigation Jump to search

ହେଲୋ ହାପିଭାଇ , ମୁଁ ଆଦ୍ୟାଶା ସାହୁ । ଧନ୍ୟବାଦ ଭାଈ ; ଆପଣ ମୋ ଦ୍ୱାରା ଲିଖିତ ଅଞ୍ଜୁମ ଚୋପ୍ରା ପୃଷ୍ଠାଟିକୁ ସଂଶୋଧନ କରିଛନ୍ତି । କିନ୍ତୁ ସେହି ଆର୍ଟିକିଲ ରେ କେଉଁଠି ଭୁଲ ରହିଛି ତାହା ଜାଣିବାରେ ମୋର ଅସୁବିଧା ହେଉଅଛି । ଏତିକି ଆପଣଙ୍କ ପାଖେ ଅନୁରୋଧ କି , ମୋତେ ଭୁଲ ଟିକୁ କହିଦିଅନ୍ତୁ । ଧନ୍ୟବାଦ ! --Adyasha1994 (ମୋ ଆଲୋଚନା) ୧୭:୦୪, ୭ ଅପ୍ରେଲ ୨୦୧୬ (IST)

ଉଇକିପ୍ରକଳ୍ପ ମହିଳା
WikiProject iconଏହି article ଉଇକିପ୍ରକଳ୍ପ ମହିଳା ଅନ୍ତର୍ଗତ । ଉଇକିପିଡ଼ିଆରେ ମହିଳା । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 
ଉଇକିପ୍ରକଳ୍ପ ଖେଳ
WikiProject iconଏହି article ଉଇକିପ୍ରକଳ୍ପ ଖେଳ ଅନ୍ତର୍ଗତ । ଉଇକିପିଡ଼ିଆରେ ଖେଳ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।