ଆର୍କୋସର
Archosaurs | |
---|---|
![]() | |
Birds and crocodilians (in this case a yellow-billed stork and a Nile crocodile) are the only extant archosaurs. | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
ଗୋଷ୍ଠୀ: | ଇଉକ୍ରୋକୋପୋଡା |
ଗୋଷ୍ଠୀ: | ଆର୍ଚ୍ଚୋସୌରିଆ Cope, 1869 |
Subgroups | |
| |
Synonyms | |
Arctopoda Haeckel, 1895 |
ଆର୍କୋସର (Archosaur) ହେଉଛି ଏକ ଡାଇଆପ୍ସିଡ୍ ଅଣ୍ଡଜ ପ୍ରାଣିମାନଙ୍କର ଏକ ସମୂହ , ଯାହାର ଜୀବିତ ବଂଶଜସବୁ ପକ୍ଷୀ ଓ କ୍ରୋକୋଡ଼ିଲିଆନ୍ ଅଟନ୍ତି । ଏହି ସମୂହ (group)ରେ ସମସ୍ତ ବିଲୁପ୍ତ ଡାଇନୋସର ପ୍ରଜାତି, ବିଲୁପ୍ତ crocodilian ବଂଶଧର, ଏବଂ ଟେରୋସର ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । ଆର୍କୋସର cladeର ଆର୍କୋସୁରିଆ (Archosauria) ହେଉଛି ଏକ କ୍ରାଉନ୍ ଗ୍ରୁପ୍, ଏବଂ ଏଥିରେ ଜୀବିତ ପକ୍ଷୀ ଓ crocodilianମାନଙ୍କର ସବୁଠାରୁ ନିକଟତର ପୂର୍ବଜମାନେ ଅନ୍ତର୍ଭୁକ୍ତ ଅଟନ୍ତି । ଏଥିରେ ଅନ୍ତର୍ଭୁକ୍ତ ଦୁଇଟି ମୁଖ୍ୟ clade ହେଲେ: ସୁଡ଼ୋସୁଚିଆ, ଯେଉଁଥିରେ crocodilians ଓ ଏହାର ବିଲୁପ୍ତ ବଂଶଧରମାନେ ଅନ୍ତର୍ଭୁକ୍ତ , ଏବଂ ଅର୍ନିଥୋସୁଚିଆ, ଯେଉଁଥିରେ ପକ୍ଷୀ ଓ ଏହାର ବିଲୁପ୍ତ ବଂଶଧର ( ଯାଥା ଉଡି ପାରୁନଥିବା ଡାଇନୋସର ଓ ଟେରୋସର)ମାନେ ଅନ୍ତର୍ଭୁକ୍ତ ।
ସ୍ୱତନ୍ତ୍ର ଗୁଣ[ସମ୍ପାଦନା]
ଉତ୍ପତ୍ତି[ସମ୍ପାଦନା]
ଶ୍ରେଣୀବିଭାଗ[ସମ୍ପାଦନା]
ଆଧୁନିକ ଶ୍ରେଣୀବିଭାଗ[ସମ୍ପାଦନା]
ଐତିହାସିକ ଶ୍ରେଣୀବିଭାଗ[ସମ୍ପାଦନା]
ଜୀବାଶ୍ମ ବିଜ୍ଞାନ[ସମ୍ପାଦନା]
ବିଲୁପ୍ତ ଓ ଜୀବିତ[ସମ୍ପାଦନା]
ଆର୍କୋସର ଜୀବନ ଶୈଳୀ[ସମ୍ପାଦନା]
ଅଣ୍ଟା ଖଞ୍ଜା ଏବଂ ଚଳନ[ସମ୍ପାଦନା]
ଖାଦ୍ୟ-ପେୟ ଓ ପାଚନ ତନ୍ତ୍ର[ସମ୍ପାଦନା]
ଶ୍ୱାସକ୍ରିୟା[ସମ୍ପାଦନା]
ଆଧାର[ସମ୍ପାଦନା]
ମୁଖ୍ୟ ଆଧାର[ସମ୍ପାଦନା]
- Benton, M. J. (2004). Vertebrate Paleontology (3rd ed.). Blackwell Science.
- Carroll, R. L. (1988). Vertebrate Paleontology and Evolution'. New York: W. H. Freeman.
ବାହାର ଲିଙ୍କ[ସମ୍ପାଦନା]
- UCMP
- Paleos reviews the messy history of archosaur phylogeny (family tree) and has an excellent image of the various archosaur ankle types.
- Mikko's Phylogeny Archive Archosauria