ଆରଫୋରମୋଟେରୋଲ

ଉଇକିପିଡ଼ିଆ‌ରୁ
ଆରଫୋରମୋଟେରୋଲ
Clinical data
Trade namesBrovana
SynonymsArformoterol tartrate
AHFS/Drugs.commonograph
MedlinePlusa602023
data
Routes of
administration
Inhalation solution for nebuliser
Legal status
Legal status
Pharmacokinetic data
Protein binding52–65%
Elimination half-life26 hours
Identifiers
  • N-[2-hydroxy-5-[(1R)-1-hydroxy-2-[[(2R)-1-(4-methoxyphenyl) propan-2-yl]amino]ethyl] phenyl]formamide
Chemical and physical data
FormulaC19H24N2O4
Molar mass୩୪୪.୪୧ g·mol−1
  • InChI=1S/C19H24N2O4/c1-13(9-14-3-6-16(25-2)7-4-14)20-11-19(24)15-5-8-18(23)17(10-15)21-12-22/h3-8,10,12-13,19-20,23-24H,9,11H2,1-2H3,(H,21,22)/t13-,19+/m1/s1 checkY
  • Key:BPZSYCZIITTYBL-YJYMSZOUSA-N checkY
  (verify)

ଆରଫୋରମୋଟେରୋଲ, ବେପାର ନାମ ବ୍ରୋଭାନା, ହେଉଛି ଏକ ଔଷଧ ଯାହାକି କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ହଠାତ୍ ରୋଗ ଗମ୍ଭୀର ହେଲେ ଏହା ଦେବାକୁ ସୂଚିତ କରାଯାଇ ନାହିଁ । [୨] ଏହା ନିବୁଲାଇଜେସନ‌ଦ୍ୱାରା ଦିଆଯାଏ । [୧] ଏହାର ସର୍ବାଧିକ ପ୍ରଭାବ 3 ଘଣ୍ଟା ରହିପାରେ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ସାଇନୁସାଇଟିସ୍, ରାସ, ପେରିଫେରାଲ୍ ଫୁଲା ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପୋଟାସିୟମ୍, ଆନାଫାଇଲାକ୍ସିସ୍ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଏକ ଦୀର୍ଘ କାର୍ଯ୍ୟ କ୍ଷମ

β<sub id="mwIA">୨</sub> ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA)। [୧] ଏହା ଫର୍ମୋଟେରୋଲର ସକ୍ରିୟ ଉପାଦାନ | [୧]

୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆର୍ମଫୋଟେରୋଲକୁ ଅନୁମୋଦନ କରାଯାଇଥିଲା। [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୨୪୦ ଡଲାର ଅଟେ। [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Arformoterol Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 16 January 2022.
  2. "DailyMed - ARFORMOTEROL TARTRATE solution". dailymed.nlm.nih.gov. Archived from the original on 16 January 2022. Retrieved 16 January 2022.
  3. ୩.୦ ୩.୧ "Arformoterol Prices, Coupons & Savings Tips - GoodRx". GoodRx. Archived from the original on 14 August 2016. Retrieved 16 January 2022.