Jump to content

ଆମ୍ଫେପ୍ରାମୋନ

ଉଇକିପିଡ଼ିଆ‌ରୁ
ଆମ୍ଫେପ୍ରାମୋନ
Clinical data
Pronunciationdye eth" il proe' pee on
Trade namesTenuate, Tepanil, others
SynonymsDiethylpropion, Diethylcathinone
AHFS/Drugs.commonograph
MedlinePlusa682037
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Elimination half-life4-6 hours (metabolites)[]
    ExcretionUrine (>75%)[]
    Identifiers
    • (RS)-2-diethylamino-1-phenylpropan-1-one
    ECHA InfoCard100.001.836 Edit this at Wikidata
    Chemical and physical data
    FormulaC13H19NO
    Molar mass୨୦୫.୩0 g·mol−1
    3D model (JSmol)
    • O=C(c1ccccc1)C(N(CC)CC)C
    • InChI=1S/C13H19NO/c1-4-14(5-2)11(3)13(15)12-9-7-6-8-10-12/h6-11H,4-5H2,1-3H3 checkY
    • Key:XXEPPPIWZFICOJ-UHFFFAOYSA-N checkY
      (verify)

    ଆମ୍ଫେପ୍ରାମୋନ, ଯାହା ଡାଇଥାଇଲପ୍ରୋପିଅନ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ମେଦବହୁଳତାର ସ୍ୱଳ୍ପକାଳୀନ ଚିକିତ୍ସାରେ ବ୍ୟବହୃତ ହୁଏ ।[] ଏହା ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ । [] କିଛି ସପ୍ତାହ ପରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧୈର୍ଯ୍ୟ, ଶୋଇବାରେ ଅସୁବିଧା, ମୁଣ୍ଡବିନ୍ଧା, ଶୁଖିଲା ପାଟି, ଝାଳ ବୋହିବା, ଅଇ, କୋଷ୍ଠକାଠିନ୍ୟ ଏବଂ ତୃଷା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଟ୍ରିଆଲ୍ ଫିଇବ୍ରିଲେସନ୍, ସାଇକୋସିସ୍, ଅପବ୍ୟବହାର ଏବଂ ଫୁସଫୁସ ଉଚ୍ଚ ରକ୍ତଚାପ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଆମ୍ଫେଟାମାଇନ୍ ପରି ଏକ ଉତ୍ତେଜକ ଔଷଧ । []

    ୧୯୫୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆମ୍ଫେପ୍ରାମୋନ ଅନୁମୋଦିତ ହୋଇଥିଲା। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଷ୍ଟ୍ରରେ ୭୫ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ପ୍ରାୟ ୨୦ ଡଲାର | [] ଯୁକ୍ତରାଷ୍ଟ୍ରରେ ଏହା ଏକ ଚତୁର୍ଥ ନିୟନ୍ତ୍ରିତ ସୂଚୀ ପଦାର୍ଥ । []

    1. "Archive copy" (PDF). Archived (PDF) from the original on 2021-08-27. Retrieved 2021-02-14.{{cite web}}: CS1 maint: archived copy as title (link)
    2. "Amfepramone-containing medicinal products". European Medicines Agency (EMA). 12 February 2021. Archived from the original on 7 March 2021. Retrieved 12 February 2021.
    3. 1 2 "SPC-DOC_PL 16133-0001" (PDF). Medicines Healthcare products Regulatory Agency. Essential Nutrition Ltd. 18 November 2011. Retrieved 18 July 2014.[permanent dead link]
    4. 1 2 3 4 "Diethylpropion Monograph for Professionals". Drugs.com (in ଇଂରାଜୀ). Archived from the original on 21 November 2021. Retrieved 24 December 2021.
    5. 1 2 3 4 "Diethylpropion". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 24 December 2021.
    6. "Diethylpropion Use During Pregnancy". Drugs.com (in ଇଂରାଜୀ). Archived from the original on 20 November 2021. Retrieved 24 December 2021.
    7. 1 2 "Diethylpropion Prices, Coupons & Savings Tips - GoodRx". GoodRx. Archived from the original on 15 November 2016. Retrieved 24 December 2021.