Jump to content

ଆମାଣ୍ଟାଡାଇନ

ଉଇକିପିଡ଼ିଆ‌ରୁ
ଆମାଣ୍ଟାଡାଇନ
Clinical data
Trade namesGocovri, Symadine, Symmetrel, others
Synonyms1-Adamantylamine
AHFS/Drugs.commonograph
MedlinePlusa682064
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability86–90%[]
    Protein binding67%[]
    MetabolismMinimal (mostly to acetyl metabolites)[]
    Elimination half-life10–31 hours[]
    ExcretionUrine[]
    Identifiers
    • Adamantan-1-amine
    ECHA InfoCard100.011.092 Edit this at Wikidata
    Chemical and physical data
    FormulaC10H17N
    Molar mass୧୫୧.୨୫ g·mol−1
    3D model (JSmol)
    • C1C2CC3CC1CC(C2)(C3)N
    • InChI=1S/C10H17N/c11-10-4-7-1-8(5-10)3-9(2-7)6-10/h7-9H,1-6,11H2 checkY
    • Key:DKNWSYNQZKUICI-UHFFFAOYSA-N checkY
      (verify)

    ଆମାଣ୍ଟାଡାଇନ, (ଇଂରାଜୀ ଭାଷାରେ Amantadine) ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ଗୋକୋଭ୍ରି ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ଏହା ପାର୍କିନସନ ରୋଗ ତ‌ଥା ଆଣ୍ଟିସାକୋଟିକ ଔଷଧ ସ‌ହିତ ସଂପୃକ୍ତ ହେଉଥିବା ଚଳପ୍ରଚଳ ବେମାରୀର ଚିକିତ୍ସା ନିମନ୍ତେ ଦିଆଯାଏ | ଏହା ବ୍ୟତୀତ ପୋଷ୍ଟ ହର୍ପେଟିକ ନିଉରାଲଜିଆ ଓ ଅନ୍ୟାନ୍ୟ ବ୍ୟବହାରରେ ମଲ୍ଟିପ୍ଲ ସ୍କ୍ଲେରୋସିସ୍ର ଥକ୍କାଣ ନିମନ୍ତେ ମଧ୍ୟ ଦିଆଯାଏ | [] ପୂର୍ବରୁ ଏହା ଟାଇପ ଏ ଇନ୍‌ଫ୍ଲୁଏଞ୍ଜା ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହେଉଥିଲା; ୨୦୦୫ ମସିହାରେ ଏହାର ପ୍ରତିରୋଧ ବିକଶିତ ହେବା ଲକ୍ଷ କରାଯିବା ପରେ ଏହାର ବ୍ୟବହାର ଆଉ ସୁପାରିଶ କରାଯାଉ ନାହିଁ | [] ଏହା ପାଟି ବାଟେ ନିଆଯାଏ | []

    ଆମାଣ୍ଟାଡାଇନ୍ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ | [] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ହାଲୁକା ଲାଗିବା ଏବଂ ଶୋଇବାରେ ଅସୁବିଧା ହୋଇପାରେ | [] ଅନ୍ୟ ପାଶ୍ୱ ପ୍ରତିକ୍ରିୟାରେ ଗୋଡ଼ ଫୁଲା, ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଆତ୍ମହତ୍ୟା ବିଚାର, ଏବଂ ଦୃଷ୍ଟଭ୍ରମ (hallucinations) ହୋଇପାରେ । [] ବୃକ୍‌କ ସମସ୍ୟା ଥିଲେ ଛୋଟ ଡୋଜ ଆବଶ୍ୟକ ହୁଏ । [] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ। [] ଏହା କିପରି କାର୍ଯ୍ୟ କରେ ତାହା ଅସ୍ପଷ୍ଟ, କିନ୍ତୁ ଡୋପାମାଇନ୍ ପ୍ରଭାବ ବୃଦ୍ଧି ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ | []

    ୧୯୬୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଆମାଣ୍ଟାଡାଇନ୍ ଅନୁମୋଦିତ ହୋଇଥିଲା। [] ଏହା ଏକ ସାଧାରନ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ୧୦୦ ମିଗ୍ରାର ୫୬ଟି ଟାବଲେଟ୍ ନିମନ୍ତେ ଏନ୍ଏଚ୍‌ଏସ ମୂଲ୍ୟ ୨୦୨୦ ମସିହାରେ ପ୍ରାୟ ୩୬ ପାଉଣ୍ଡ ଥିଲା। [] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୨୩ ଡଲାର ଅଟେ।

    1. 1 2 3 4 5 6 "Symmetrel (amantadine hydrochloride)" (PDF). TGA eBusiness Services. Novartis Pharmaceuticals Australia Pty Limited. 29 June 2011. Retrieved 24 February 2014.
    2. "Trilasym 50 mg/ 5 ml Oral Solution - Summary of Product Characteristics (SmPC)". (emc). 24 September 2019. Archived from the original on 26 March 2020. Retrieved 26 March 2020.
    3. BNF 79. London: Pharmaceutical Press. March 2020. p. 429. ISBN 978-0857113658.
    4. 1 2 3 4 5 6 "Amantadine Hydrochloride Monograph for Professionals". Drugs.com (in ଇଂରାଜୀ). Retrieved 21 November 2020.
    5. Chang, C; Ramphul, K (January 2020). "Amantadine". PMID 29763128. {{cite journal}}: Cite journal requires |journal= (help)
    6. Chang, C; Ramphul, K (January 2020). "Amantadine". PMID 29763128. {{cite journal}}: Cite journal requires |journal= (help)
    7. 1 2 3 BNF 79. London: Pharmaceutical Press. March 2020. p. 429. ISBN 978-0857113658.