Jump to content

ଆଦିବାସୀ ଭାଷା

ଉଇକିପିଡ଼ିଆ‌ରୁ

ଆଦିବାସୀ ଭାଷା କୌଣସି ଅଞ୍ଚଳର ସ୍ଥାନୀୟ ଏବଂ ଆଦିମ ଅଧିବାସୀମାନଙ୍କଦ୍ୱାରା କଥିତ ଏକ ଭାଷା । ଏହି ଭାଷା ଭାଷାଗତ ଦୃଷ୍ଟିରୁ ଭିନ୍ନ ଏକ ସମ୍ପ୍ରଦାୟଦ୍ୱାରା କଥିତ ସ୍ଥାନୀୟ ଅଞ୍ଚଳରେ ଜନ୍ମିତ ହୋଇଥାଏ । ଆଦିବାସୀ ଭାଷା ଜାତୀୟ ଭାଷା ହୋଇଥାଇପାରେ (ଆଇମାରା ଭାଷା ବଲିଭିଆର ଏକ ସରକାରୀ ଭାଷା) ବା ହୋଇନଥାଇପାରେ । ଜାତୀୟ ଭାଷାଗୁଡ଼ିକ ଆଦିମ ଅଧିବାସୀମାନଙ୍କ ଭାଷା ହୋଇନଥାଇପାରେ ।

ବିଶ୍ୱସ୍ତରରେ ଅନେକ ଆଦିବାସୀ ସେମାନଙ୍କ ପୂର୍ବ ପିଢ଼ିର ଭାଷାକୁ ପର ପିଢ଼ିକୁ ପାଖକୁ ପହଞ୍ଚାଇବାରେ ବିଫଳ ହୋଇଛନ୍ତି । ଏହା ପରିବର୍ତ୍ତେ ସେମାନେ ସଂଖ୍ୟାଗରିଷ୍ଠ ଭାଷାକୁ ସଂଖ୍ୟାଗରିଷ୍ଠ ସଂସ୍କୃତିର ଅପସଂସ୍କୃତିକରଣ ହେତୁ ଆଦରି ନେଇଛନ୍ତି । ଅନେକ ଆଦିବାସୀ ଭାଷା ହତ୍ୟାର (ଭାଷାକୁ ମାରିଦେବା) ଶିକାର ହୋଇଛନ୍ତି ।[]

ଆଦିବାସୀ ଭାଷାଗୁଡ଼ିକର ଦୁର୍ବଳତାକୁ ଭିତ୍ତି କରି ମିଳିତ ଜାତିସଂଘ ୨୦୧୯ ମସିହାକୁ ଆନ୍ତର୍ଜାତିକ ଆଦିବାସୀ ଭାଷା ବର୍ଷ ଭାବେ ଘୋଷଣା କରିଥିଲେ । "ଆଦିବାସୀ ଭାଷାର ଗୁରୁତର କ୍ଷୟକ୍ଷତି ଓ ସେସବୁର ଜରୁରୀ ସଂରକ୍ଷଣ, ପୁନର୍ଜୀବୀତ କରିବା, ପ୍ରଚାର କରିବା ପାଇଁ ଦୃଷ୍ଟି ଆକର୍ଷଣ ଏହାର ଉଦ୍ଦେଶ୍ୟ ।"[]

ଶିକ୍ଷା

[ସମ୍ପାଦନା]

ବିଶ୍ୱସ୍ତରରେ ଅନେକ ଆଦିବାସୀ ଭାଷା ଶବ୍ଦତାଲିକା, ବ୍ୟାକରଣ, ପଠନ ଓ ରେକର୍ଡ଼ିଂ ଆଦି ସହ ପାରମ୍ପାରିକ ଭାବେ ଶିଖାଯାଇଥାଏ ।[]

୬,୦୦୦ ପାଖାପାଖି ଭାଷା ଅନ୍ୟ କାମ ପାଇଁ କରାଯାଇଥିବା ରେକର୍ଡ଼ିଂ ଯଥା ଅନୁବାଦ ଥିବା ଧାର୍ମିକ ଲେଖା ଆଦି ଶୁଣି କରାଯାଇପାରିବ ।[][]

ଗ୍ରନ୍ଥସୂଚୀ

[ସମ୍ପାଦନା]
  • Frawley, William, & Hill, Kenneth C. (2002) Making Dictionaries: preserving indigenous languages of the Americas. Berkeley: University of California Press.
  • Harrison, K. David. (2007) When Languages Die: the extinction of the world's languages and the erosion of human knowledge. New York and London: Oxford University Press.
  • Singerman, Robert. (1996) Indigenous languages of the Americas: a bibliography of dissertations and theses. Lanham, MD: Scarecrow Press
  • Wurm, S. A. & Heyward, Ian (eds.) (2001) Atlas of the World's Languages in Danger of Disappearing. Paris: UNESCO Pub.
  1. See pp. 55-56 of Zuckermann, Ghil‘ad, Shakuto-Neoh, Shiori & Quer, Giovanni Matteo (2014), Native Tongue Title: Proposed Compensation for the Loss of Aboriginal Languages, Australian Aboriginal Studies 2014/1: 55-71.
  2. United Nations General Assembly, 71st session, Third Committee, 16 November 2016
  3. "Reviews of Language Courses". Lang1234. Retrieved 11 Sep 2012.
  4. "Countries of the World". Global Recordings Network. Retrieved 11 Sep 2012.
  5. "GEOGRAPHIC LANGUAGE MUSEUM". ForeignLanguageExpertise.com. Retrieved 11 Sep 2012.