ଆଡାମ୍ ସ୍ମିଥ୍
ଜନ୍ମ | 16 June 1723 NS (5 June 1723 OS) Kirkcaldy, Fife, Scotland |
---|---|
ଦେହାନ୍ତ | ୧୭ ଜୁଲାଇ ୧୭୯୦ Edinburgh, Scotland | (ବୟସ ୬୭)
ଅଞ୍ଚଳ | Western philosophy |
ବିଦ୍ୟାଳୟ | Classical economics |
ମୂଳ ଲକ୍ଷ | Political philosophy, ethics, economics |
ଜଣାଶୁଣା ଚିନ୍ତାଧାରା | Classical economics, modern free market, division of labour, the "invisible hand" |
କାହାକୁ ପ୍ରଭାବିତ କରିଛନ୍ତି
| |
ସନ୍ତକ |
ଆଡାମ ସ୍ମିଥ (୧୬ ଜୁନ ୧୭୨୩ - ୧୭ ଜୁଲାଇ ୧୭୯୦) ଜଣେ ସ୍କଟୀୟ ଦାର୍ଶନିକ, ରାଜନୈତିକ ଅର୍ଥନୀତିର ପୂରୋଗାମୀ ଓ ସ୍କଟୀୟ ନବଜାଗରଣର ପ୍ରବକ୍ତା । [୧] ସ୍ମିଥ ନିଜର "ଥିଓରୀ ଅଫ୍ ମୋରାଲ୍ ସେଣ୍ଟିମେଣ୍ଟସ୍" (୧୯୫୯) ଓ "ଆନ୍ ଇନକ୍ୱାରୀ ଇଣ୍ଟୁ ଦ ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦ ୱେଲ୍ଥ୍ ଅଫ୍ ନେସନ୍ସ୍" (୧୭୭୬) ପାଇଁ ଜଣାଶୁଣା । ଏଥିରୁ ଦ୍ୱୀତିୟ ବହିଟି ତାଙ୍କର ସବୁଠାରୁ ଗୁରୁତ୍ତ୍ୱପୁର୍ଣ ଅବଦାନ ଓ ଏହି ଗ୍ରନ୍ଥକୁ ଆଧୁନିକ ଅର୍ଥନୀତି ବିଜ୍ଞାନର ମୂଳପାଠ ବୋଲି ଧରାଯାଏ । ସ୍ମିଥି୍ "ଆଧିନିକ ଅର୍ଥନୀତି ବିଜ୍ଞାନର ପିତା" ବୋଲି ଖ୍ୟାତ । ଅର୍ଥନୀତି କ୍ଷେତ୍ରରେ ତାଙ୍କୁ ଏବେ ବି ସବୁଠାରୁ ଗୁରୁତ୍ତ୍ୱପୂର୍ଣ ଚିନ୍ତାନାୟକମାନଙ୍କମଧ୍ୟରୁ ଜଣେ ବୋଲି ଧରାଯାଏ । [୨] ନିଜର କାମଦ୍ୱାରା ସ୍ମିଥ୍ ଶାସ୍ତ୍ରୀୟ ମୁକ୍ତ ବଜାର ଅର୍ଥନୈତିକ ତତ୍ତ୍ୱର ମୂଳଦୁଆ ପକାଇଲେ । ତାଙ୍କର ମତ ଅନୁସାରେ ଯୁକ୍ତିସଂଗତ ଭାବରେ ପରିଚାଳିତ ହୋଇ ଲୋକମାନେ ନିଜର ସ୍ୱସ୍ୱାର୍ଥ ସିଦ୍ଧି ପାଇଁ ପ୍ରତିଯୋଗିତା କଲେ ତାହାଫଳରେ ଅର୍ଥନୈତିକ ସମୃଦ୍ଧି ଜାତ ହେବ । [୩]
କର୍ମ ଜୀବନ
[ସମ୍ପାଦନା]ଆଡାମ୍ ସ୍ମିଥ୍ ପ୍ରଥମେ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ସାମାଜିକ ଦର୍ଶନ ପଢ଼ିଲେ । ଏହାପରେ ଉଚ୍ଚତର ଶିକ୍ଷାପାଇଁ ସେ ଅକ୍ସ ଫର୍ଡ୍ ବିଶ୍ୱବିଦ୍ୟାଳୟର ବାଲିଓଲି କଲେଜରେ ଅଧ୍ୟୟନ କଲେ । ଶିକ୍ଷା ସମାପ୍ତ ହେବା ପରେ ସେ ଏଡିନବରା ବିଶ୍ୱବିଦ୍ୟାଳୟରେ କେତେଗୁଡିଏ ପବ୍ଲିକ୍ ଅଭିଭାଷଣ ଦେଲେ । ଏହାପରେ ସେ ୧୭୫୧ ମସିହାରୁ ଆରମ୍ଭକରି ଅନେକ ବର୍ଷ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ କାମ କଲେ ।
ଗ୍ରନ୍ଥାବଳୀ
[ସମ୍ପାଦନା]- ଦ ଥିଓରୀ ଅଫ୍ ମୋରାଲ୍ ସେଣ୍ଟିମେଣ୍ଟସ୍ (୧୭୬୯)
- ଆନ୍ ଇନକ୍ୱାରୀ ଇଣ୍ଟୁ ଦ ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦ ୱେଲ୍ଥ୍ ଅଫ୍ ନେସନ୍ସ୍ (୧୭୭୬)
ଆଧାର
[ସମ୍ପାଦନା]- ↑ "Great Thinkers of the Scottish Enlightenment".
- ↑ L. Davis, William; Figgins, Bob; Hedengren, David; B. Klein, Daniel (May 2011). "Economics Professors' Favorite Economic Thinkers, Journals, and Blogs (along with Party and Policy Views)" (PDF). Econ Journal Watch. 8 (2): 133.
- ↑ Smith, Adam (1977) [1776]. An Inquiry into the Nature and Causes of the Wealth of Nations. University of Chicago Press. ISBN 0-226-76374-9.
{{cite book}}
: Invalid|ref=harv
(help)
ଅଧିକ ତଥ୍ୟ
[ସମ୍ପାଦନା]- Adam Smith (1723–1790). Library of Economics and Liberty (2nd ed.). Liberty Fund. 2008.
{{cite book}}
:|work=
ignored (help) - Adam Smith Archived 2009-05-17 at the Wayback Machine. at the Adam Smith Institute
- Works by ଆଡାମ୍ ସ୍ମିଥ୍ on Open Library at the Internet Archive
- ଆଡାମ୍ ସ୍ମିଥ୍ at Curlie
- Works by Adam Smith at Project Gutenberg
- Works by or about ଆଡାମ୍ ସ୍ମିଥ୍ at Internet Archive
- ଆଡାମ୍ ସ୍ମିଥ୍ public domain audiobooks from LibriVox
- Contains Theory of Moral Sentiments, slightly modified for easier reading
- Adam Smith Awards at Treasury Today
- Wealth of Nations lecture by Economist Tyler Cowen, May 2013
- References to Adam Smith in historic European newspapers