ଆଟୋଗେପାଣ୍ଟ
Appearance
Clinical data | |
---|---|
Trade names | Qulipta |
Synonyms | AGN-241689, MK-8031 |
AHFS/Drugs.com | monograph |
data | |
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C29H23F6N5O3 |
Molar mass | ୬୦୩.୫୩ g·mol−1 |
3D model (JSmol) | |
| |
|
ଆଟୋଗେପାଣ୍ଟ, କୁଲିପଟା ବେପାର ନାମ, ହେଉଛି ଏକ ଔଷଧ ଯାହା ଅଧକପାଳି ରୋଗକୁ ପ୍ରତିରୋଧ କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ ।[୧] କୌଣସି ଔଷଧର ଅତ୍ୟଧିକ ବ୍ୟବହାର ଜନିତ ମୁଣ୍ଡବିନ୍ଧାରେ ଏହି ଔଷଧ ଫଳପ୍ରଦ ହୁଏ ନାହିଁ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଥକାପଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୧] ଯକୃତ ଜନିତ ସମସ୍ୟା ଥିବା ଲୋକମାନେ ଏହାକୁ ଗ୍ରହଣ କରିବା ଉଚିତ୍ ନୁହେଁ ।[୧] ଏହା ଏକ କ୍ୟାଲସିଟୋନିନ ଉତ୍ପାଦିତ ପେପ୍ଟାଇଡ ରିସେପ୍ଟର ବିରୋଧୀ, ବିଶେଷ ଭାବରେ ଏକ ଜିପାଣ୍ଟ । [୧] [୩]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆଟୋଗେପାଣ୍ଟ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୪] ଯୁକ୍ତରାଷ୍ଟ୍ରରେ ମାସକୁ ଏହି ଔଷଧ ବାବଦ ପ୍ରାୟ ୧୦୦୦ ଡଲାର ଖର୍ଚ୍ଚ ହୋଇଥାଏ । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Qulipta- atogepant tablet". DailyMed. Archived from the original on 1 November 2021. Retrieved 31 October 2021.
- ↑ "Atogepant Monograph for Professionals". Drugs.com (in ଇଂରାଜୀ). Retrieved 27 October 2022.
- ↑ Tepper, Deborah (May 2020). "Gepants". Headache: The Journal of Head and Face Pain. 60 (5): 1037–1039. doi:10.1111/head.13791.
- ↑ "Atogepant". SPS - Specialist Pharmacy Service. 5 October 2017. Archived from the original on 7 December 2021. Retrieved 27 October 2022.
- ↑ "Qulipta". Archived from the original on 27 October 2022. Retrieved 27 October 2022.